Odia News Portal
Monthly Archives

May 2020

ଗ୍ରୀନ୍ ଜୋନରେ ଗଡିବନି ବସ୍

ଭୁବନେଶ୍ୱର() ରାଜ୍ୟରେ ଗ୍ରୀନ୍ ଜୋନରେ ହେବନି ବସ୍ ଚଳାଚଳ । ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ବସ୍ ଚାଲାଇବା ସମ୍ଭବପର ନୁହେଁ । ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା…

ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତୁ

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା କାହିଁକି? ଯଦି ନା ତେବେ ଜାଣନ୍ତୁ ଏ…

ନିୟମ ଭାଙ୍ଗିଲେ ଗିରଫ ହେବେ

ଭୁବନେଶ୍ୱର() ଅନ୍ୟ ରାଜ୍ୟରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିି ଯେ, ଓଡିଶାରେ କରୋନା ସ୍ଥିତି ଅନ୍ୟ ଦେଶ ତୁଳନାରେ ନିୟନ୍ତ୍ରଣରେ ରହିଛି । ଟ୍ରେନ୍ ଓ…

କୃତଜ୍ଞତା ଜଣାଇବା ପାଇଁ ମାଷ୍ଟରକାର୍ଡର ନୂତନ ଟିଭି ବିଜ୍ଞାରପନରେ ଧୋନି

ଭୁବନେଶ୍ୱର : କୋଭିଡ୍‌-୧୯ ମହାମାରୀ କାରଣରୁ ଭାରତ ଓ ସମଗ୍ର ବିଶ୍ୱ ଏବେ ଏକ ଅପ୍ରତ୍ୟାଶିତ ସମୟ ମଧ୍ୟରେ ଗତି କରୁଛି । ଏଭଳି ଏକ ସଙ୍କଟ ସମୟରେ, ପଡୋଶୀ ବ୍ୟବସାୟୀ ଯେପରିକି କିରାନା ଷ୍ଟୋର ମାଲିକ, ଔଷଧ ଦୋକାନୀ, ଦୁଗ୍ଦ ବ୍ୟବସାୟୀ ଓ ପରିବା ଦୋକାନୀମାନେ ଦେଶରେ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ…

ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୬୨କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସ’ ମିଲରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର() ବାଲେଶ୍ୱର ଗଡଗଡିଆ ଛକ ନିକଟରେ ଥିବା ସ’ ମିଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ୟ୍ୟନ୍ତ ନିଆଁ ଲାଗିବାର…

ଏଣିକି ଏହି ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ : ସରକାରୀ ଏବଂ ଘରୋଇ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ମୋବାଇଲ୍‌ ଆପ୍‌କୁ ବାଧ୍ୟତାମୂଳକ କରିଛନ୍ତି ସରକାର । କରୋନା ମୁକାବିଲାକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ । କମ୍ପାନି ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ନିଜର ସମସ୍ତ କର୍ମଚାରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ରେ…

ବଡଧରଣର ଏନ୍‌କାଉଣ୍ଟରରେ ୫ ଯବାନ ସହିଦ୍‌, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର :  ଜମ୍ମୁ-କାଶ୍ମୀର ହିନ୍ଦଓ୍ଵାଡାରେ ବଡଧରଣର ଏନ୍‌କାଉଣ୍ଟର। ଆତଙ୍କବାଦୀଙ୍କ ଗୁଳିରେ ୨ ବରିଷ୍ଠ ଅଫିସରଙ୍କ ସମେତ ୫ ଜଣ ସହିଦ୍‌ ହୋଇଛନ୍ତି। ସେନାର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗତକାଲି ଯବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେନା…

କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ସୁରତ ଫେରନ୍ତା

ଗଞ୍ଜାମ()  ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ସୁରତ ଫେରନ୍ତା । ୨ଟି ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୧୫୦ରୁ ଅଧିକ ଜଣ ଚମ୍ପଟ ମାରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୫୦ରୁ ଅଧିକ ଲୋକଙ୍କୁ କାବୁ କରିଛି…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣକ ବାଲେଶ୍ବର ଜିଲ୍ଲାର । ତେବେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ହୋଇଛି ।  ଆକ୍ରାନ୍ତ ୩୪ ବର୍ଷୀୟ ଯୁବକ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି । ଏହାସହ ଓଡ଼ିଶାରେ…