କିମ ଜୋଙ୍ଗ ଉନ ଜୀବିତ!
ଭୁବନେଶ୍ୱର() ନର୍ଥ କୋରିଆ ସୁପ୍ରିମ ଲିର୍ଡର କିମ ଜୋଙ୍ଗ ଉନ ଜୀବିତ । ତାଙ୍କ ସ୍ୱାସ୍ଥ୍ୟ ଓ ମୃତ୍ୟୁ କୁ ନେଇ ସବୁ ଆଲୋଚନା କେବଳ ଗୁଜବ । ସିଏନଏନ ଓ ନ୍ୟୁୟର୍କ ଟାଇମସର ରିପୋର୍ଟ ଅନୁଯାୟୀ କିମ ଜୀବିତ ଅଛନ୍ତି । ପ୍ରାୟ ୨୦ ଦିନ ପରେ କୈାଣସି ସମାଜିକ କାମରେ ଯୋଗ ଦେଇଛନ୍ତି ।
୧୧ଏପ୍ରିଲ…