କରୋନା ମୁକ୍ତ ହେଲା ଏହି ଜିଲ୍ଲା
ଭୁବନେଶ୍ୱର : କରୋନା ମୁକ୍ତ ହେଲା କେନ୍ଦ୍ରାପଡା । କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ବର୍ତ୍ତମାନ ଏହି ଜିଲ୍ଲାରେ ଆଉ ଆକ୍ଟିଭ୍ କେସ୍ ନାହିଁ । କିଛି ସମୟ ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…