Odia News Portal
Monthly Archives

June 2020

ଦୂରତା ବଜାୟ ରଖି ବିରୋଧୀଙ୍କୁ ଟାଣି ଆଣିଲେ ସୁକିନ୍ଦା ବିଧାୟକ

ଯାଜପୁର : ସୁକିନ୍ଦା ବ୍ଲକ କାଳିଆପାଣିରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେପି, କଂଗ୍ରେସ ଛାଡି ୨୪୮ ଜଣ ବିଜେଡ଼ିରେ ଯୋଗ ଦେଇଛନ୍ତି ।  ଗୋଟିଏ ପରେ ଗୋଟିଏ ପଞ୍ଚାୟତର ଲୋକଙ୍କୁ ବିଜେଡିର ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ…

କୋରୋନିଲକୁ କରୋନା ଔଷଧ କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ

କରୋନା ଔଷଧ ପାଇଁ ବାବା ରାମଦେବଙ୍କ ସମେତ ଅନ୍ୟ ୪ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । କୋରୋନିଲକୁ କରୋନା ଔଷଧ କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ହୋଇଛି । ତେବେ କରୋନା ମହାମାରୀକୁ ମାତ୍ର ୭ ଦିନରେ ଭଲ କରି ଦେଉଥିବା ଔଷଧ ‘କୋରୋନିଲ’ର ଲଞ୍ଚ ପରଠାରୁ ହିଁ ବିଭିନ୍ନ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଭିଜିଲାନ୍ସ ଅଫିସର ଓ କର୍ମଚାରୀଙ୍କ ଦିନକର ଦରମା ଦାନ

ଭୁବନେଶ୍ୱର() ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗର ଅଫିସର ଓ ଅନ୍ୟାନ୍ୟ ଷ୍ଟାଫମାନେ ସେମାନଙ୍କର ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଭିଜିଲାନ୍ସ ନିଦେ୍ର୍ଧଶକ ଡ. ଦେବାଶିଷ ପାଣିଗ୍ରାହୀ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ…

ରାଜ୍ୟରେ ଗୋÂୀ ସଂକ୍ରମଣ ଆରମ୍ଭ ହେଲାଣି: ମୁଖ୍ୟମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ବଢିବାରେ ଲାଗିଛି । ଇତି ମଧ୍ୟରେ ଗୋଆରେ ଗୋÂୀ ସଂକ୍ରମଣ ଆରମ୍ଭ ହୋଇଗଲାଣି ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି । ରାଜ୍ୟରେ କେତେକ ସ୍ଥାନରେ…

ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଏହାରି ମଧ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୮ହଜାର ୫୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୮ହଜାରକୁ ବୃଦ୍ଧି ପାଇଛି ଓ ମୃତ୍ୟୁ…

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର() ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।। ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ବର() ଆଜି ପୁଣି ୧୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣ ଗଞ୍ଜାମ ଜିଲ୍ଲାର ୬୮ ବର୍ଷିୟ ହୋଇଥିବ ସୂଚନା ମଳିଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟ ସଂଖ୍ୟା ୯ କୁ ବଦ୍ଧି ପାଇଥିବା ବେଳେ ବର୍ତ୍ତମାନ ରାଜ୍ୟରେ…

ରାଜ୍ୟରେ ଆଉ ୧୭୦ କରୋନା ପଜିଟିଭ, ୨୭ ଲୋକାଲ କେସ

ଭୁବନେଶ୍ୱର()ରାଜ୍ୟରେ ଆଉ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୩ ଓ ସ୍ଥାନୀୟ ଅଞ୍ଚଳରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିôକ…

ନିଶା ବେପାରୀ ଓ ନିଶାଡିଙ୍କ ଉତ୍ପାତରେ ରାଜଧାନୀବାସୀ ଅତିଷ୍ଠ

ଭୁବନେଶ୍ୱର : ରାଜଧାନୀ ଏବେ ଧିରେ ଧିରେ ନିଶା ବେପାରୀ ଓ ନିଶାଡିଙ୍କ କବଳକୁ ଚାଲିଯାଉଛି । ଗତ କିଛିଦିନର ଚୋରି, ଡକାୟତି, ରାହାଜାନୀ, ଛିନ୍‍ତାଇ ଓ ନିଶା ସାମଗ୍ରୀ ଜବତରୁ ଏହା ଜଳ ଜଳ ହୋଇ ଦିଶୁଛି । ଗୋଟିଏ ପଟେ କରୋନା ମହାମାରୀ ଭୟରେ ଲୋକ ଛାନିଆରେ ଥିବାବେଳେ ଅନ୍ୟପଟେ ନିଶାଡି ଓ…

ବିଷ ପିଇ ମା ସହିତ ଦୁଇ ପୁଅଙ୍କର ଆତ୍ମହତ୍ୟା

ବରଗଡ : ବରଗଡ ଜିଲ୍ଲାର ଚାରାପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ବିଷ ପିଇ ଗୋଟିଏ ପରିବାର ୩ ମୃତ।ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଚାରପାଲି ଗ୍ରାମରେ । ମୃତ ତିନି ଜଣ ଗୋଟେ ଘରର ମାଁ ଓ ଦୁଇ ପୁଅ ହୋଇଥିବା ବୋଲି ଜଣାପଡିଛି।…