ଡ୍ରାଇଭରକୁ ହାଣି ଲୁଟିନେଲେ ୪ଲକ୍ଷ ଟଙ୍କା
ଆଠଗଡ : ଆଠଗଡରେ ମାତିଲେ ଲୁଟେରା। ମିନି ଟ୍ରକ ଡ୍ରାଇଭରକୁ ହାଣି ୪ଲକ୍ଷ ଟଙ୍କା କଲେ ଲୁଟ୍। ପୁରୁଣା କଟକ-ସମ୍ବଲପୁର ରାସ୍ତାର ଲିଙ୍ଗାପଦା ଠାରେ ଲୁଟ୍। ୨ଟି ପଲସରରେ ୪ଜଣ ଦୁର୍ବୃତ୍ତ ଆସି ଟ୍ରକ ଡ୍ରାଇଭରକୁ ହାଣି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ନରସିଂହପୁରରୁ ମାଲ୍ ନେବାକୁ ମାଲଗୋଦାମ…