CBSE ପରୀକ୍ଷା ବାତିଲ
ଭୁବନେଶ୍ୱର() ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି ମଧ୍ୟରେ ଆଜି ସିବିଏସଇର ବାକିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଜୁଲାଇ ୧ରୁ…