Odia News Portal
Monthly Archives

June 2020

କରୋନାରେ ବିଧାୟକଙ୍କ ମୃତ୍ୟୁ

ଦିନକୁ ଦିନ କରୋନାର ସ୍ଥିତି ବିଗିଡ଼ିବାରେ ଲାଗିଛି । କୋଲକାତାର କେରାନା ସ୍ଥିତି ସମ୍ପର୍କରେ ନକହିବା ହିଁ ଭଲ । ତେବେ ଏହାରି ଭିତରେ ଆଉ ଜଣେ ବିଧାୟକ ପ୍ରାଣହାନୀ ଘଟିଛି କରୋନାରେ । ବିଧାୟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଟିଏମସି ବିଧାୟକ ତମୋନାଶ ଘୋଷ । ମୃତ୍ୟୁ ବେଳକୁ ତାଙ୍କର ବୟସ ୬୦ ବର୍ଷ…

ମହାକାଶରୁ ମାଡ଼ି ଆସୁଛି ବଡ଼ ବିପଦ

ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର…

ପେଟ୍ରୋଲ ଠାରୁ ମହଙ୍ଗା ଡିଜେଲ୍

ନୂଆଦିଲ୍ଲୀ() ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦାମରେ ଅଳ୍ପ ପରିମାଣରେ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ୍‌ ଦାମ ଲଗାତର ଭାବେ ବଢିବାରେ ଲାଗିଛି ।  ଦିଲ୍ଲୀରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହୋଇଛି ଯେ, ଡିଜେଲ୍‌ର ଦାମ୍‌ ପେଟ୍ରୋଲ ଠାରୁ ଅଧିକ ହୋଇଯାଇଛି…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ() ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ…

କରୋନା ଯତ୍ନ ପାଇଁ ନୂଆ ଟେଲିମେଡିସିନ୍ ପ୍ଲାଟଫର୍ମ ସ୍ୱସ୍ଥ ଆରମ୍ଭ

ଭୁବନେଶ୍ୱର : ଶତାଧିକ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଏକତ୍ରୀତ ହୋଇ ସ୍ୱସ୍ଥ ନାମକ ଏକ ଟେଲିମେଡିସିନ୍ ପ୍ଲାଟଫର୍ମ ଆରମ୍ଭ କରିଛନ୍ତି । ଏହା ଜରିଆରେ ଲୋକମାନେ ଦେଶର ଶ୍ରେଷ୍ଠ ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଡିଜିଟାଲ୍ ମାଧ୍ୟମରେ ଯୋଡ଼ିହୋଇପାରିବେ । ଟେଲିମେଡିସିନ୍ ବ୍ୟବହାରକୁ…

ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ, ୨୬ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୨୮୨ଜଣଙ୍କ ମଧ୍ୟରେ ୨୫୬…

ଏହି ଜିଲ୍ଲାରେ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ୧୦ ଦିନ ମନା

ଗଞ୍ଜାମ : ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ସଫଳ ରଥଯାତ୍ରା କରାଇ ବିଶ୍ୱକୁ ଓଡିଶାବାସୀ ଦେଲେ ନୂଆ ବାର୍ତ୍ତା

ଭୁବନେଶ୍ୱର : ପୁରୀ ରଥଯାତ୍ରା ଉପରେ ସମଗ୍ର ବିଶ୍ୱର ନଜର ଥିବାବେଳେ ସମଗ୍ର ଓଡିଶାବାସୀ ବିଶ୍ୱକୁ ନୂଆ ବାର୍ତ୍ତା ଦେଇଛନ୍ତି । କରୋନା ମହାମାରୀ ସମୟରେ ଗୋଟିଏ ଜାତିର ଅସ୍ମିତା ରକ୍ଷାଲାଗି ରାଜ୍ୟବାସୀ ଯେ ସବୁକିଛି ତ୍ୟାଗ କରିପାରନ୍ତି ତାହା ଦେଖାଇ ଦେଇଛନ୍ତି । ରାଜ୍ୟର ନେତା ତଥା…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ । ଦୀର୍ଘଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ । ଆତ୍ମୀୟଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ । ଭୁଲ୍‌ ବୁଝାମଣାଜନିତ ସମ୍ପର୍କରେ ଫାଟ ସୃଷ୍ଟି ହେବା…