Odia News Portal
Monthly Archives

June 2020

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି । ଏନେଇ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର…

ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ

ପୁରୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ…

ବଡ ଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ…

ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଓଡ଼ିଶାର ପ୍ରଥମ ଅଟଳ ଇନକ୍ୟୁବେଶନ ସେଂଟରର ଶୁଭାରମ୍ଭ

ଭୁବନେଶ୍ୱର : ଅଟଳ ଇନୋଭେଶନ୍ ମିଶନ ଏବଂ ନୀତି ଆୟୋଗର ମିଳିତ ଉଦ୍ୟମରେ ଓଡ଼ିଶାରେ ପ୍ରଥମ ଅଟଳ ଇନକ୍ୟୁବେଶନ ସେଂଟର ଭୁବନେଶ୍ୱରର ଚନ୍ଦକାଠାରେ ଥିବା ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଶୁଭାରମ୍ଭ କରାଯାଇଛି । ଇନକ୍ୟୁବେଶନ ସେଂଟର ୧୦,୦୦୦ବର୍ଗଫୁଟ ପରିମିତ ଅଂଚଳରେ ସ୍ଥାପିତ ହୋଇଛି…

ଭୁବନେଶ୍ୱରରେ ଆଉ ୧୧ ପଜିଟିଭ,ମଞ୍ଚେଶ୍ୱରରୁ ୭

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସମସ୍ତ ୧୧ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।  ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱରରୁ ୭ ଜଣ, ବାଣୀବିହାରରୁ ଜଣେ ଓ ୩ ରେଲୱେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

ପୁରୀ ଅଭିମୁଖେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ

ପୁରୀ() ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଯାଉଥିବା ସୂଚନା ରହିଛି । ସେମାନେ ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ । …

ରଥଯାତ୍ରା ନେଇ ଗଜପତିଙ୍କ ସହ ଶାହାଙ୍କ ଆଲୋଚନା

ଭୁବନେଶ୍ୱର() ରଥଯାତ୍ରା ନେଇ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଅମିତ ଶାହା କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଦେ୍ର୍ଧଶରେ ଅମିତ ଶାହା କଥା ହୋଇଥିବା ସୂଚନା ମିଳିଛି । ଶାହା ଗଜପତି ମହାରାଜାଙ୍କ ସହ କଥା ହେବା ନେଇ ବିଜେପି…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ ବ୍ୟକ୍ତଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ମୃତକ…

ରଥରେ ଆଜ୍ଞାମାଳ ବିଜେ

ପୁରୀ() ଆଜି ଉଭାଯାତ୍ରା । ରଥରେ ଆଜ୍ଞାମାଳ ବିଜେ ହୋଇଛି । ତିନିବାଡ଼ରୁ ତିନିରଥ ପାଇଁ ଆଜ୍ଞାମାଳ ବିଜେ କରାଯାଇଛି । ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଏହି ଦିନ ଉଭା ଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ଏହିଦିନ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା…

ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ()  ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି ମୋଡିଫିକେସନ…