କ୍ରମାଗତ ୧୬ ଦିନରେ ବଢ଼ିଲା ପ୍ରେଟ୍ରୋଲ ଓ ଡିଚେଲ ଦର
ନୂଆଦିଲ୍ଲୀ() ତୈଳ ଦର ବୃଦ୍ଧିରେ ଲାଗୁନି ବ୍ରେକ। ଲଗାତର ୧୬ ଦିନରେ ବଢ଼ିଲା ପ୍ରେଟ୍ରୋଲ ଓ ଡିଚେଲ ଦର। ଦିଲ୍ଲୀରେ ଡିଜେଲ ଦର ବୃଦ୍ଧି ହୋଇ ୭୮ ଟଙ୍କା ୮୫ ପଇସା ହୋଇଛି। ସେହିପରି ପେଟ୍ରୋଲ ୩୩ ପଇସା ବଢ଼ି ୭୯ ଟଙ୍କା ୫୬ ପଇସା ପ୍ରତି ଲିଟର ହୋଇଛି।
ଗୋଟିଏ ମାସରେ ଅଶୋଧିତ…