ଏହି ଏହି ରାଜ୍ୟରେ ଚଳିତ ବର୍ଷ ହେବ ନାହିଁ ବୋଲବମ ଯାତ୍ରା
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ଜାରି ରହିଛି କୋରୋନା ସଂକଟ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବୋଲବମ ଯାତ୍ରା ଆୟୋଜନକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣାର ରାଜ୍ୟ ସରକାର । ଏନେଇ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଜୁନ ୨୦ ଶନିବାର ଏହି ୩ ରାଜ୍ୟର…