Odia News Portal
Monthly Archives

June 2020

କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

କଟକ : କଟକ ଜିଲ୍ଲା ଆଠଗଡ ବନଖଣ୍ଡ ଆଠଗଡ ରେଞ୍ଜ ଅନ୍ତର୍ଗତ ବୁଦ୍ଧିଆ ପାଟଣାର ଗାଁ ଏକ କୂଅ ଭିତରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତାଟିର ବୟସ ପ୍ରାୟ ୫ ରୁ ୬ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବିକ, ଆଜି ସକାଳେ ବୁଦ୍ଧିଆ ପାଟଣାର ଗାଁ…

ଦଦରା ଗାଡି ଓ ଅଚଳ ସିସିଟିଭିରେ ଚାଲିଛି ଅପରାଧ ମୁକାବିଲା

ଭୁବନେଶ୍ବର : ରାଜ୍ୟ ରାଜଧାନୀରେ ଚୋର ଲୁଟେରାଙ୍କ ଉତ୍ପାତ ଚରମ ସୀମାରେ ପହଞ୍ଚିଥିବାବେଳେ ପୁଲିସ୍‍ କିନ୍ତୁ ପୁରୁଣା ଦଦରା ଗାଡି ଓ ଅଚଳ ସିସିଟିଭି ଧରି ସୋମନଙ୍କ ମୁକାବିଲା କରୁଛି । ପୁଲିସ୍‍ ଚଢୁଥିବା ପିସିଆର ଗାଡି ଗୁଡିକ କୌଣସି ଦୁଇଚକିଆ ଗାଡି ପଛରେ ଯିବାକୁ ବଳ ଯୁଟାଇ ପାରୁନଥିବାବେଳେ…

ରାସ୍ତାରେ ମହିଳାଙ୍କ ପୋଷାକ ଚିରି ମାଡ ଭିଜୁଆଲ୍‌ ଭାଇରାଲ୍‌

ଟାଙ୍ଗୀ : ଅନେକ ସମୟରେ ଛୋଟ ଛୋଟ ଘଟଣାକୁ ନେଇ କଳି ଲାଗିଥାଏ । ଏହା ଗୁରୁତର ଆକ୍ରମଣ ରୂପ ନେଇଥାଏ । ସାଧାରଣ ଜୁଆ ଖେଳରୁ ମହାଭାରତ ପରି ହୋଇଥାଏ । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବା ପାଇଁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ…

ଦୁଇଦିନ ପ୍ରବଳ ବର୍ଷା : ୬ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର :  ଆସନ୍ତା ଦୁଇଦିନ ରାଜ୍ୟରେ ଅଧିକ ବର୍ଷା ହେବ । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ସମୟରେ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିବ । ପାଣିପାଗ ବିଭାଗ କହିଛି,…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡିପାରେ। ମୁହଁ ସାମ୍‌ନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବା ଶୁଣିବାକୁ ପାଇବେ।…

“ହେଲପିଙ୍ଗ ହାଣ୍ଡ” ପକ୍ଷରୁ ବୁଲା କୁକୁରଙ୍କୁ କରୁଛନ୍ତି ଚିକିତ୍ସା

ପୁରୀ : ପୁରୀରେ ସ୍ୱଛା ସେବୀ ଅନୁଷ୍ଠାନ "ହେଲପିଙ୍ଗ ହାଣ୍ଡ" ଅର୍ଗାନାଇଯେସନ୍ର ତରଫରୁ ସବୁଦିନ ଅସହାୟ ପଶୁ ମାନଙ୍କୁ ଦୁଇ ସମୟ ଖାଇବା ପୁରୀ ଓ ଭୁବନେଶ୍ୱରରେ  ପ୍ରଦାନ କରାଯାଉଛି। ନିଜ ପକେଟ ପଇସାରୁ କାଢି କରି ଏ ଯୁବ ପିଢ଼ି ମାନେ କିଛି ନୂଆ କରିବାରେ ଲାଗିପଡିଛନ୍ତି। "ହେଲପିଙ୍ଗ ହାଣ୍ଡ"…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ, କଣ ପାଇଁ ଆସନ୍ତୁ ଜାଣିବା

ଭୁବନେଶ୍ବର : ପୁରୀରେ ରଥଯାତ୍ରା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି । ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଯିବାକୁ ଚିଠିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ । ରଥଯାତ୍ରାର ଏକାଧିକ ଉଦାହରଣ ରଖି ଲେଖିଲେ ଚିଠି ।…

ସ୍ୱାଭିମାନ ଅଞ୍ଚଳରେ ଡିଜିପିଙ୍କ ଦ୍ୱାରା ନୂତନ ଥାନାର ଶୁଭାରମ୍ଭ

ଭୁବନେଶ୍ବର : ପୁଲିସ୍‍ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୁଲିସ୍‍ ଅଧିକାରୀମାନଙ୍କ ସହ ମାଲକାନଗିରି ଜିଲ୍ଲା ସ୍ୱାଭିମାନଅଞ୍ଚଳର ଜୋଡାମ୍ବୋ ଓ ହଣ୍ଟାଲଗୁଡା ଗସ୍ତ କରିଛନ୍ତି । ମହାନିର୍ଦ୍ଦେକ ଜୁଡାମ୍ବୋ ପଞ୍ଚାୟତରେ ଜୁଡାମ୍ବୋ ଥାନାର ଶୁଭାରମ୍ଭ କରିବା ସହିତ ଥାନାର ନୂଆ କୋଠାପାଇଁ…

ସୋନାକ୍ଷୀ ଡିଲିଟ୍‌ କଲେ ନିଜ ଟ୍ଵିଟର ଆକାଉଣ୍ଟ, କଣ ପାଇଁ ଆସନ୍ତୁ ଜାଣିବା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସାରା ବଲିଉଡ୍‌ ଜଗତକୁ ଦୋହଲାଇ ଦେଇଛି। ଅଭିନେତାଙ୍କ ମୃତ୍ୟୁ ପରେ ବଲିଉଡ୍‌ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏବେ ସୋସିଆଲ ମିଡିଆରେ ନେପୋଟିଜମ୍‌ ସବୁଠୁ ଚର୍ଚ୍ଚିତ ମୁଦ୍ଦା ପାଲଟିଛି। ସୁଶାନ୍ତଙ୍କ ଫ୍ୟାନ୍‌ଙ୍କ ସମେତ ସୋସିଆଲ ମିଡିଆ ୟୁଜର୍ସମାନେ ବହୁ…

କନ୍ଧମାଳର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହେଲେ ସୁଶ୍ରୀ ସାଇପ୍ରାଣୀତା

କନ୍ଧମାଳ : କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ହାସଲ କଲେ ସୁଶ୍ରୀ ସାଇପ୍ରାଣୀତା ମହାନ୍ତି । ନିଜର ସ୍ବପ୍ନକୁ ସାର୍ଥକ କରି ଆଜି କନ୍ଧମାଳ ଜିଲ୍ଲାର ପ୍ରଥମ ମହିଳା ଫ୍ଲାଇଂ ଅଫିସର ହୋଇଛନ୍ତି ସେ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ନଦିଖଣ୍ଡି ସାହିରେ ବସବାସ କରୁଥିବା ଶଙ୍କର ଚରଣ ମହାନ୍ତି ଓ…