୪୧୪ କୋଟି ୨୪ ଲକ୍ଷ ଟଙ୍କାର ପ୍ରୋଜେକ୍ଟକୁ ଅନୁମୋଦନ
ବରଗଡ଼() ବରଗଡ ଜିଲ୍ଲା ର ବିକାଶ ରେ ଏକ ନୂତନ ଇତିହାସ ଯୋଡ଼ି ହୋଇଛି ।ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଆନ୍ତରିକତା ଏବଂ ଉଦ୍ୟମ ଯୋଗୁଁ ଵରଗଡ-ବଲାଙ୍ଗୀର ଜାତୀୟ ରାଜପଥର ଉନ୍ନତି କରଣ ପାଇଁ ୪୧୪ କୋଟି ୨୪ ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପ କୁ କେନ୍ଦ୍ର ସରକାର ଗତ ତା …