Odia News Portal
Monthly Archives

June 2020

ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ

ପୁରୀ() ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ । ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ ଆଜି ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେବେ । ତେବେ କେଳବ ସେବାୟତମାନେ ଏହି ଦର୍ଶନ କରିପାରିବେ । ଆଜି ମହାପ୍ରଭୁଙ୍କ ବନକଲାଗି ତଥା ମୃଖଶିଂଖାର ନୀତି ଦତ୍ତମହାପାତ୍ର ମାନେ କରିବା…

କରୋନାଠୁ ଭୟଙ୍କର ହେଲେଣି ରାଜଧାନୀରେ ଚୋର ଓ ଲୁଟେରା

ଭୁବନେଶ୍ବର : ରାଜଧାନୀରେ କରୋନା ଠାରୁ ଭୟଙ୍କର ହେଲେଣି ଚୋର ଓ ଲୁଟେରା । ରାତିବେଳା ତ ଦୂରରକଥା ଦିନ ଦ୍ୱିପ୍ରହର ଓ ମୁହସଞ୍ଜବେଳେ ଏମାନେ ଚେନ୍‍ ମୋବାଇଲ ଲୁଟ୍‍ କରିବା ସହିତ ଘରେ ପଶିଯାଉଛନ୍ତି । କମିଶନରେଟ ପୁଲିସ୍‍ କରୋନା ମୁକାବିଲା କରୁଥିବା ଘେନି ଚିତ୍ର ଦେଉଥିବାବେଳେ ଚୋରମାନେ କିନ୍ତୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଅପରାହ୍ନରେ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ଦ୍ୱିଜାର ଫାଇଦା ହାସଲ ମାନସରେ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ…

ରାଜଧାନୀରୁ ଜବତ ହେଲା ୪ କେଜି ୪୮୬ ଗ୍ରାମର ବ୍ରାଉନସୁଗାର

ଭୁବନେଶ୍ବର : ଓଡିଶା  ପୋଲିସକୁ  ବଡ ସଫଳତା। ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ ଜବତ ହେଲା ୪ କେଜି ୪୮୬ ଗ୍ରାମର ବ୍ରାଉନସୁଗାର । ଜବତ ବ୍ରାଉନସୁଗାରର ମୂଲ୍ୟ ସାଢ଼େ ୪ କୋଟି ଟଙ୍କା ହେବ ।  ରାଜ୍ୟରେ ଏହା  ସବୁଠାରୁ ବଡ ଧରଣର ବ୍ରାଉନସୁଗାର ଜବତ ବୋଲି କୁହାଯାଉଛି।  ଘଟଣାରେ ବାଣୀବିହାର ଓ…

ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ପଜିଟିଭ୍

କୋଲକାତା : ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଶ ଗାଙ୍ଗୁଲିଙ୍କ ପତ୍ନୀ କରୋନା ପଜିଟିଭ୍…

‘ଅଭିନୟର ନୂଆ ଶୈଳୀ ଶିଖିବାକୁ ଆଗ୍ରହୀ’ ଏହି ବିଉଟି କୁଇନ୍

ମୁମ୍ବାଇ : ପୂର୍ବତନ ବିଉଟି କୁଇନ୍‌ ଏବଂ ଅଭିନେତ୍ରୀ ଉର୍ବଶୀ ରୌତେଲା ‘ ସିଂହ ସାବ୍‌ ଦ ଗ୍ରେଟ୍‌’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ତା’ ପରେ ‘ସନମ୍‌ ରେ’, ‘ଗ୍ରେଟ୍‌ ଗ୍ରାଣ୍ଡ ମସ୍ତି’ ଭଳି ଫିଲ୍ମରେ ତାଙ୍କ ଅଭିନୟର ଝଲକ୍‌ ଦେଖିବାକୁ ମିଳିଥିଲା ।ଦର୍ଶକେ ଏହି ସବୁ…

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ ଦୁବୃର୍ତ୍ତ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର ଛକରେ କଳା ପଲସରରେ ଦୁଇ ଜଣ ଦୁବୃର୍ତ୍ତ ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର…

ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍

ଭଦ୍ରକ : ଚତୁର୍ଥୀ ଭୋଜିରେ ସମ୍ପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରିବାରୁ ଆକ୍ରମଣ ଅଭିଯୋଗ । ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର ।  ଭଦ୍ରକ ଜିଲ୍ଲା ଧାମନଗର ଥାନା ଭାଗବାନପୁର ସେଠୀ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକ୍ତ ଗ୍ରାମର ଜଳନ୍ଧର ସେଠୀଙ୍କ ପୁଅ ବାହାଘର ପରେ ଚତୁର୍ଥୀ…

ବରିଷ୍ଠ ନାଗରିକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ବର : ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ନୂଆସାହିରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଂଗୀତ ଭାବେ ମାନ୍ୟତା…

ସହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ଭାରତର ଦିବଂଗତ ସହୀଦ୍ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଭିଏସସନଗର୍ ପ୍ରଭୂଜୀ ଈଂଲିସ୍ ମିଡିୟମ୍ ସ୍କୁଲ୍ ନିକଟରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ଡଃ ପ୍ରକାଶ ତ୍ରିପାଠୀ ଓ ଈଂ ଶିବ…