Odia News Portal
Monthly Archives

June 2020

ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତିଙ୍କ ପ୍ରତିକ୍ରିୟା

ପୁରୀ() ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିବ । କିନ୍ତୁ ସୁପ୍ରିମକୋର୍ଟ ଯାହା ରାୟ ଶୁଣାଇଛନ୍ତି ସମସ୍ତେ ତାହା ମାନିବାକୁ ବାଧ୍ୟ ।…

ଭୁବନେଶ୍ୱରରୁ ୯ ପଜିଟିଭ

ଭୁବନେଶ୍ୱର()  ରାଜ୍ୟରେ ଆଜି ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୯ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ କୋଭିଡ଼ ହସ୍ପିଟାଲର ୩ଜଣ କର୍ମଚାରୀ । ୪ଜଣ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ସ୍ଥାନୀୟ ଅଞ୍ଚଳର…

ଚଳିତ ବର୍ଷ ହେବନାହିଁ ରଥଯାତ୍ରା

ନୂଆଦିଲ୍ଲୀ()  ଚଳିତ ବର୍ଷ ହେବନାହିଁ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ  । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ  । ରଥଯାତ୍ରା ନେଇ ଯେଉଁ ଟିକକ ଆଶା ଥିଲା ତାହା ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ…

ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା ବାତିଲ

କେନ୍ଦ୍ରାପଡା() ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଚଳିତ ବର୍ଷ ଟଣା ହେବନି ବ୍ରହ୍ମ ତାଳଧ୍ୱଜ ରଥ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରାକୁ ଚଳିତ…

ଭାରତ କରୋନା ସହ ଲଢିବ ଓ ଆଗକୁ ବଢିବ

ନୂଆଦିଲ୍ଲୀ() ଉଦ୍ୟୋଗ ଜଗତକୁ କଥା ଦେଉଛି, ମୁଁ ଆପଣମାନଙ୍କ ସହ ଅଛି । ଦେଶର ବିକାଶ ପାଇଁ ଆପଣ ୨ ପାଦ ଚାଲନ୍ତୁ, ମୁଁ ୪ ପାଦ ଚାଲିବି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୪୧ଟି କୋଇଲା ଖଣିର କମର୍ସିଆଲ ନିଲାମୀ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ମୋଦୀ ଏହା…

ସ୍ମୃତିରଞ୍ଜନ ଲେଙ୍କା ରାଜ୍ୟ ଯୁବ କଂଗ୍ରେସ ସଭାପତି

ଭୁବନେଶ୍ୱର() ସ୍ମୃତିରଞ୍ଜନ ଲେଙ୍କା ହୋଇଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି । ଲୋକନାଥ ମହାରଥୀଙ୍କ ବଦଳରେ ସ୍ମୃତିରଞ୍ଜନ ଲେଙ୍କାଙ୍କୁ ସଭାପତିର ଦାୟିତ୍ୱ ଦିଆଯାଇଛି । ସ୍ମୃତିରଞ୍ଜନଙ୍କୁ ଭାରତୀୟ ଯୁବ କଂଗ୍ରେସର ସଭାପତି ନିଯୁକ୍ତି ଦେଇଛନ୍ତି । ଅନ୍ୟପଟେ ସ୍ମୃତିରଞ୍ଜନ ଏବେ ଯୁବ କଂଗ୍ରେସର…

ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି

ପୁରୀ()  ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ସମ୍ପୁର୍ଣ୍ଣ ସୁସ୍ଥତାର ଖବର ଦଇତାପତି ମାନେ ଗଜପତିଙ୍କୁ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ଆଜି ଭୋଗମଣ୍ଡପ ନୀତି ପରେ ଦଇତାପତି ସେବାୟତ ମାନେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀନଅରକୁ ଯିବେ ।…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, କେତେ ଜାଣନ୍ତୁ

ନୂଆଦିଲ୍ଲୀ() ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୫୩ ପଇସା ଓ ଡିଜେଲ ୬୪ ପଇସା ବୃଦ୍ଧି ପାଇଛି। ଏହି କ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୭.୮୧ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୭୬.୪୩…

ଆଉ ୧୭୪ କରୋନା ପଜିଟିଭ୍,୨୮ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଏହି…

ଶ୍ରୀକ୍ଷେତ୍ରରେ ତିନି ରଥ ଗଡିବା ନେଇ ସବୁ ମହଲ ଆଶାବାଦୀ

ଭୁବନେଶ୍ୱର : ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ରାଜ୍ୟ ସରକାର ଆଗକୁ ବଢୁଥିବାବେଳେ ଏବେ କିଛି ରାଜନୈତିକ ବ୍ୟକ୍ତି ଏହାକୁ ନେଇ ବାକ୍‍ଯୁଦ୍ଧ ଆରମ୍ଭ କରିଦେଇଛନ୍ତି । ଅଦାଲତଙ୍କ ନିଷ୍ପତ୍ତିଙ୍କୁ ରାଜ୍ୟ ସରକାର ଅପେକ୍ଷା କରିଥିବାବେଳେ ସବୁକିଛି ଜଗନ୍ନାଥଙ୍କ ଇଚ୍ଛାରେ ହେବବୋଲି ଭକ୍ତମାନେ ମତ…