ମହିଳାଙ୍କୁ ଅସଦାଚରଣ : ପୂର୍ବତନ ସିଡିଏମଓ ଡାକ୍ତର ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ ସ୍ଥିତ ଏକ ଘରୋଇ କ୍ଲିନିକରେ ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ପୂର୍ବତନ ସିଡିଏମଓ ଡାକ୍ତର ବୈଦ୍ୟନାଥ ନାୟକ ଗିରଫ। ତାଙ୍କୁ ଗିରଫ କରିଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ ।
ମହିଳାଙ୍କ ଅଭିଯୋଗ ଅନୁଯାୟୀ ଡାକ୍ତର ତାଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା ନାମରେ…