ଭାରସାମ୍ଯ ହରାଇ ଗଛରେ ପିଟି ହେଲା ପେଟ୍ରୋଲ ଟ୍ଯାଙ୍କର
ଟିଟିଲାଗଡ : ସଇଁତଳା ବ୍ଲକ ପିପଲୁଟ ଗ୍ରାମ ପାଖ NH ୨୬ରେ ଆଜି ସକାଳ ୫.୩୦ମିନିଟ୍ ସମୟରେ ବୋରିଗୁମାରୁ ସମ୍ବଲପୁର ଯାଉଥିବା ଏକ ପେଟ୍ରୋଲ ଟ୍ଯାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ମୁତବାକ ଡ୍ରାଇଭର ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା।
ଘଟଣାସ୍ଥଳରେ ଗାଡିର…