ସେକ୍ସ ଭିଡ଼ିଓ ଦେଖାଇ ନିଜ ଝିଅକୁ ବାପା କରୁଥିଲେ ଦୁଷ୍କର୍ମ
ମୁମ୍ୱାଇ : ବାପା ଡାକରେ ଯେତେ ପବିତ୍ରତା ଥାଏ , ତା ଆଉ କେଉଁଥିରେ ନଥାଏ । ସେ ସନ୍ତାନ ପାଇଁ ଆଶ୍ରା ଓ ଆଶା ସଦୃଶ୍ୟ । ଦୁନିଆରେ ତାଙ୍କ ପରିଚୟରେ ସନ୍ତାନଟିଏ ଦୁନିଆଁ ଦାଣ୍ଡରେ ନିଜକୁ ଦୃଢ଼ କରେ । ଆଉ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରେ । ଯଦି ସେହି ବାପା ସଇତାନ ହୋଇଯାଏ । ତାହେଲେ…