Odia News Portal
Monthly Archives

June 2020

ପଛକୁ ଫେରିଲା ଚୀନ୍‌

ନୂଆଦିଲ୍ଲୀ : ଲଦ୍ଦାଖରେ ଚୀନ୍‌ ସହ ଜାରି ବିବାଦକୁ ନେଇ ଆସିଛି ଖୁସି ଖବର।  ଭାରତ ଓ ଚୀନ୍‌ର ସୈନିକ ପୂର୍ବ ଲଦ୍ଦାଖର ୩ଟି ଅଲଗା ଅଲଗା ଅଞ୍ଚଳରୁ ନିଜ ନିଜର  ଅଞ୍ଚଳକୁ ପଛକୁ ହଟିଛନ୍ତି ।  ଏହି ସପ୍ତାହରେ ହେବାକୁ ଥିବା ସେନାର କଥାବାର୍ତ୍ତା ପୂର୍ବରୁ ଦୁଇ ଦେଶ ତରଫରୁ ଏହି ପ୍ରୟାସ ସଫଳ ହୋଇଛି…

ପୁଣି ସୁସ୍ଥ ହେଲେ ଆଉ ୧୪୦ କରୋନା ରୋଗୀ

ଭୁବନେଶ୍ବର : ରାଜ୍ୟରେ ଦିନକୁଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହା ମଧ୍ୟରେ କଏକ ଅଶ୍ଵସ୍ତି ଖବର ହେଉଛି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା । ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୧୪୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ୧୪୦ ଜଣ ସୁସ୍ଥ ହେବ ସହ ରାଜ୍ୟରେ ମୋଟ…

ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପଥରେ ତିନିରଥ

ପୁରୀ() ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ଗତକାଲି ତିନି ରଥରେ ନାହାକା ବାନେ୍ଧଣି କାମ ଶେଷ ହେବା ପରେ ଆଜି ତିନି ରଥର ବଡଧରା ପୋଟଳ ଫିଟିଙ୍ଗ ହୋଇଛି । ଏଥି ସହିତ ତିନି ରଥ ମୂଳଭୁଇଁରେ କଇଁଚି ବାଡିଆ ସହ ମଛି ଭୂଇଁରେ ଅନ୍ଧାରିତାଗ ଏବଂ…

ଏମ୍ସରେ ୪ଟି ବିଭାଗରୁ ୪ଜଣ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ତେବେ ଏଥିମଧ୍ୟରୁ ବାଦ ପଡୁନାହାନ୍ତି ଡାକ୍ତର । ମିଳିଥିବା ଖବର ଅନୁଯାୟୀ AIIMSର ଚାରିଟି ବିଭାଗର ୪ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି ୪ଟି ବିଭାଗ ମଧ୍ୟରେ ପାଥୋଲୋଜି ଓ ସର୍ଜରୀ ବିଭାଗରୁ…

ଲକ୍‌ଡାଉନ୍‌ : ୮୨ ବର୍ଷର ରେକର୍ଡ ଭାଙ୍ଗିଲା ପାରଲେ-ଜି

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ କମ୍ପାନୀ କ୍ଷତିରେ ଚାଲୁଥିବା ବେଳେ ପାରଲେ-ଜି ପାଇଁ କିନ୍ତୁ ଶୁଭ ସାବ୍ୟସ୍ତ ହୋଇଛି। ବିକ୍ରି କ୍ଷେତ୍ରରେ ୮୨ ବର୍ଷର ରେକର୍ଡ ଭାଙ୍ଗିଛି ପାରଲେ-ଜି ବିସ୍କୁଟ୍‌। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ପାରଲେ-ଜି କିଣି ଘରେ ସଞ୍ଚିତ ରଖିଛନ୍ତି। ଖାସ୍‌ କରି ପ୍ରବାସୀ…

ଚାଷୀଙ୍କୁ ୦% ସୁଧରେ ୫୦ହଜାର ଟଙ୍କା ଋଣ

ଭୁବନେଶ୍ୱର() ଚାଷୀଙ୍କ ସମସ୍ୟା ନେଇ କୃଷି ସଚିବ ସୌରଭ ଗର୍ଗ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ୯୬ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରହିଛି । ଚାଷୀଙ୍କ କଥା ବୁଝିବାକୁ ପ୍ରତି ସୋମବାର…

ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ବିନିବେଶ ବିଭାଗ ସଚିବ ଶ୍ରୀ ପାଣ୍ଡେଙ୍କୁ କରୋନା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶ୍ରୀ ପାଣ୍ଡେ ୧୯୮୭ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ । ସେ ପୂର୍ବରୁ ରାଜ୍ୟ…

ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କୁ କରୋନା

ନୂଆଦିଲ୍ଲୀ() ବିଜେପି ନେତା ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ତାଙ୍କ ମା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଉଭୟ ସାଉଥ ଦିଲ୍ଲୀ ସ୍ଥିତ ସାକେଯର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ ପୁର୍ବରୁ ତାଙ୍କ ମଧ୍ୟରେ କରୋନା ଲକ୍ଷର ଦେଖାଦେଇଥିବାରୁ ଉଭୟ…

ହ୍ବାଟସଆପରୁ ଡିଲିଟ୍ ମେସେଜ ଏବେ ସହଜରେ ପଢିପାରିବେ, ଜାଣନ୍ତୁ

ଆଜିକାର ସମୟରେ ସ୍ମାର୍ଟଫୋନ୍ ଅଛି ମାନେ ସେଥିରେ ହ୍ୱାଟଆପ୍ ତ ନିଶ୍ଚିତ ଥିବ, ସମସ୍ତେ ପ୍ରାୟ ଏହି ଲୋକପ୍ରିୟ ମେସେଜିଗଂ ଆପ୍ କୁ ବ୍ୟବହାର କରିଥାନ୍ତି। ହ୍ବାଟସଆପରେ ଅନେକ ଗୁଡିଏ ଫିଚର ରହିଛି, କିନ୍ତୁ ଏଥିରେ ଗୋଟେ ଫିଚର ରହିଛି ‘ଡିଲିଟ ଫର ଏଭରିଓ୍ବାନ’। ଏଥିରେ ଆପଣ କୌଣସି ଗ୍ରୁପ କିମ୍ବା…

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ

ଭୁବନେଶ୍ୱର : ଜେମା ଛତର ୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା ଦେଇଛି। ସାନଭାଇ ମାନେ ପାଠ…