ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ
ଯାଜପୁର : ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ। ମୃତ ଯବାନ ହେଲେ ବରୀ ବ୍ଲକ ଧାରପୁର ଅଞ୍ଚଳର ବିକାଶ ପଣ୍ଡା। ବଡ଼ଚଣା ବ୍ଲକ ବାଲିକୁଦା ନିକଟ ଗେଙ୍ଗୁଟି ନଦୀକୁ ଦୁଇଜଣ ବନ୍ଧୁଙ୍କ ସହ ସେ ଆଜି ଗାଧୋଇ ଯାଇଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବର ପାଇ…