Odia News Portal
Monthly Archives

June 2020

ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ବ୍ରେକଅପର କାରଣ ଶିଳ୍ପା

ମୁମ୍ବାଇ() ଅକ୍ଷୟ କୁମାର ଜଣେ ଶ୍ରେଷ୍ଠ ତାରକା, ଯାହାର ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ । ଶିଳ୍ପା ଶେଟ୍ଟୀଙ୍କ ସହ ଅକ୍ଷୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ଆସିଥିଲା, କିନ୍ତୁ ସେମାନଙ୍କ ପ୍ରେମର ଫଳାଫଳ ମଧ୍ୟ ବହୁତ ଖରାପ ଥିଲା । ଆମେ ଆପଣଙ୍କୁ କହୁଛୁ ଅକ୍ଷୟ ଏବଂ ଶିଳ୍ପାଙ୍କ ପ୍ରେମ…

ଓଡିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ବିଜେପି ସଙ୍କଳ୍ପବଦ୍ଧ: ଶାହା

ଭୁବନେଶ୍ୱର() ଓଡିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଭାରତୀୟ ଜନତା ପାର୍ଟି କେବେ ହେଲେ ପଛଘୁଞ୍ଚା ଦେବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡିଶାବାସୀଙ୍କୁ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ କହିଛନ୍ତି । ଶ୍ରୀ ଶାହା ଆହୁରି ପ୍ରତିଶ୍ରୁତି ଦେଇଛନ୍ତି ଯେ,…

ପୂର୍ବତନ ପ୍ରଧାନମନ୍ତ୍ରୀ କରୋନା ପଜିଟିଭ୍‌

ପାକିସ୍ତାନ ()  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ-ଏନ ନେତା ସହିଦ ଖକ୍କାନ ଆବ୍ବାସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ତାଙ୍କ ପରିବାର ସୂତ୍ର ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ରବିବାର ସଂକ୍ରମିତ ହୋଇଥିଲେ ଏବଂ…

୩ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର() ୩ ମିନିଟ ଭିତରେ ରହିବ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ର ଅବଧି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ତାଙ୍କ ସୂଚନା ଅନୁଯାୟୀ ୩ ମିନିଟ ଭିତରେ ସଙ୍ଗୀତ ଗାନର ଅବଧି ରହିବ । ସ୍ୱର, ଲୟ, ତାଳ କଣ ହେବ ଏନେଇ ଖୁବଶୀଘ୍ର ଜଣାଇ…

ଭୁବନେଶ୍ୱରର ଡମଣା ଅଞ୍ଚଳର ଯୁବକଙ୍କୁ କରୋନା

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ତେବେ ଏହାରି ଭିତରେ ଆଜି…

ପୁଣିବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ଭୁବନେଶ୍ୱର() ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଗତି’ ରହିବ । ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ‘ଅମ୍ଫାନ’ ଠାରୁ ବହୁତ୍ କମ ରହିବ ବୋଲି ପାଣିପାଗ…

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ() ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ ଦିଆଯିବ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ । ଔଷଧ ଦେବାକୁ ନୀଳାଦ୍ରି ଭକ୍ତ ନିବାସରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଏକ ଶିବିର ଖୋଲାଯିବ । ଶିବିର ଆୟୋଜନ ପାଇଁ ହୋମିଓପାଥି କର୍ତ୍ତୃପକ୍ଷଙ୍କୁ…

ଆଇସୋଲେସନରେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ() କରୋନା ପାଇଁ ଦେଶରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ…

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ଦେଶରେ ପେଟ୍ରୋଲ-ଡିଜେଲ ଦର ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଆଜି ସମସ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପଇସା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲ ପିଛା ୭୨.୪୬ ଟଙ୍କା ହୋଇଛି, ଯାହାକି ପୂର୍ବରୁ ୭୧.୮୬ ଥିଲା…

ଦେଶାତ୍ମକବୋଧ ଗୀତକୁ ଉପଯୁକ୍ତ ମାନ୍ୟତା ମିଳିଲା: ଧର୍ମେନ୍ଦ୍ର

ଭୁବନେଶ୍ୱର () ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଦେଶାତ୍ମକବୋଧ ଗୀତକୁ ଶେଷରେ ଉପଯୁକ୍ତ ମାନ୍ୟତା ମିଳିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି,…