Odia News Portal
Monthly Archives

June 2020

ପ୍ରେମ କାହାଣୀ ଲେଖୁଛନ୍ତି ସଲମାନ୍‌ ଖାନ୍‌

ମୁମ୍ବାଇ : କରୋନା ସଂକ୍ରମଣର ଏହି ସମୟରେ ପାନଭେଲରେ ଥିବା ନିଜ ଫାର୍ମହାଉସ୍‌ରେ ସମୟ ଅତିବାହିତ କରୁଛନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ । ସେଠାରେ ସେ ମ୍ୟୁଜିକ୍‌ ଭିଡିଓ ସୁଟିଂ କରିବା , ଚିତ୍ର ଆଙ୍କିବା ପରି ବହୁ ସୃଜନାତ୍ମକ କାମ କରୁଛନ୍ତି । ଏବେ ସେ ଆଉ ଏକ ନୂଆ କାମ ହାତକୁ…

ସେନା ଗୁଳିରେ ଟଳିଲେ ୫ ଆତଙ୍କବାଦୀ

ଜମ୍ମୁ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅଭିଯାନ ଲଗାତାର ଭାବରେ ଜାରି ରହିଛି। ରବିବାର ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଏନକାଉଣ୍ଟରରେ ବେଳେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଇଛି।…

ଏକ ହୃଦୟସ୍ପର୍ଶୀ ଲଭ୍‌ଷ୍ଟୋରୀ …. ଏହି ଅଭିନେତ୍ରୀଙ୍କର ୧୬ ବର୍ଷ ବୟସରେ ହୋଇଥିଲା ପ୍ରେମ

ମୁମ୍ୱାଇ :  ବଲିଉଡ୍‌ର ଜଣାଶୁଣା  ଅଭିନେତ୍ରୀ  ଡିମ୍ପଲ କପାଡ଼ିଆ  ୮ଜୁନ୍‌ରେ ନିଜର  ୬୩ ତମ ଜନ୍ମଦିନ ପାଳିବେ । ଡିମ୍ପଲ  ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ , ଯିଏ  ମହିଳାଙ୍କ ସେହି ଛବିକୁ ହଟେଇ ଦେଖାଇଥିଲେ କି  ବିବାହ ପରେ  ଅଭିନେତ୍ରୀଙ୍କ ଫିଲ୍ମ ଆଉ ହିଟ୍‌ ହୁଏ ନାହିଁ । ଡିମ୍ପଲଙ୍କ…

କରୋନା ଆର୍ଥିକ ସମସ୍ୟା ଭିତରେ ବଢ଼ିଲା ପେଟ୍ରୋଲ ଡିଜେଲ ଦର

କରୋନା ଆର୍ଥିକ ସଂକଟ ଭିତରେ ବଢ଼ିଚାଲିଛି ପ୍ରେଟ୍ରୋଲ ଡିଜେଲ ଦର। ଏହି ସମୟରେ ଲୋକେ ବହୁତ ସମସ୍ୟା ଦେଇ ଗତି କରୁଥିବାବେଳ ଦରଦାମ ମୁଣ୍ଡବ୍ୟଥାରେ କାରଣ ପାଲଟିଛି। ଗାଡି ଚଳାଉଥିବା ଲୋକଙ୍କ ପାଇଁ ଏବେ ଚିନ୍ତା, କାହିଁକିନା ଦେଶରେ ବଢ଼ିଛି ପେଟ୍ରାଲ ଡିଜେଲ ଦର। ପୂର୍ବରୁ ପେଟ୍ରୋଲ ଦର ୭୧.୬୯…

ଦିନ ଦ୍ବିପ୍ରହରେ ଚାଲିଥିଲା ଦେହ ବେପାର, ୯ ଜଣଙ୍କୁ ଗିରଫ କଲା ପୋଲିସ

ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ଭତରା ଅଞ୍ଚଳରୁ ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି। ଏହି ରାକେଟରେ ଜଡିତ ଥିବା ୯ ଜଣଙ୍କୁ ପୋଲିସ ଗିରଫ କରିଛି। ରାକେଟର ମୁଖ୍ୟ ବା ରାଣୀ ମହୁମାଛି ତପସ୍ଵନି ବେହେରାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଦୀର୍ଘ ଏକ ବର୍ଷ ହେବ ଏହି ଘରେ ସେକ୍ସ ରାକେଟ…

କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର : କୋରାପୁଟର ଗର୍ବ ଗୌରବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି । କଳା ଧାନ ଉତ୍ପାଦନ କରି କୋରାପୁଟ ତଥା ଓଡ଼ିଶାକୁ ଖ୍ୟାତି ଆଣିଥିବା କମଳା ପୂଜାରୀ ଅର୍ଥାଭାବ ସ୍ଥିତିରେ ରହିଛନ୍ତି ।…

୩ ମଣିଷଙ୍କୁ ମାରି ବାଘ ଗଲା ହାଜତକୁ

ଭୋପାଳ : ବୁଲିବାର ଦିନ ଏବେ ସରିଗଲା । ବହୁତ ବୁଲିଲ ଲୋକଙ୍କୁ ମାରିଲ । ଏବେ ଚାଲ ହାଜତକୁ । ଏପରି କହିଛନ୍ତି ବନ ବିହାର ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟର ଜଣେ କର୍ମଚାରୀ । ଦୀର୍ଘ ଦୀନ ଧରି ଲୋକଙ୍କୁ ଆତଙ୍କ କରି ରଖିଥିବା ଏହି ମଣିଷ ଖିଆ ବାଘକୁ ଏବେ ବନ ବିଭାଗର ଏକ ହାଜତ ମଧ୍ୟକୁ ପଠାଯାଇଛି…

୫ ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର() ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ଏନେଇ ୫ଟି ଜିଲ୍ଲାକୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ୫ଟି ଜିଲ୍ଲାରେ ସାମିଲ ଅଛି- ନୟାଗଡ, କଟକ, ଭଦ୍ରକ, ଢେଙ୍କାନାଳ ଓ ଯାଜପୁର । ଏନେଇ…

ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତର ମାନ୍ୟତା

ଭୁବନେଶ୍ୱର() ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର  ଦ୍ୱିତୀୟ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ନୀବନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା…

ପୁଣି କରୋନା ନେଲା ଜୀବନ, ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନ ଥିବା ବେଳେ ଏକାଥରକେ ୭୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକ ଜଣ ଗଞ୍ଜାମ ଜିଲ୍ଲାର ୫୫ ବର୍ଷିୟ ହୋଇଥିବ ସୂଚନା ମଳିଛି। ଗଞ୍ଜାମ ଜିଲ୍ଲାରେ ମୃତ୍ୟ…