ଦୁଇ ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱୀକୃତି
ନୂଆଦିଲ୍ଲୀ() ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ଓ କୃଷକମାନଙ୍କୁ ସହାୟତା ପ୍ରଦାନ ଲକ୍ଷ୍ୟରେ ଜାରି କରାଯାଇଥିବା ଦୁଇଟି ଅଧ୍ୟାଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଦୁଇଟି ଅଧ୍ୟାଦେଶ ହେଉଛି, କୃଷକ, ଉତ୍ପାଦ, ବ୍ୟବସାୟ, ବାଣିଜ୍ୟ ପ୍ରୋତ୍ସାହନ ଓ…