Odia News Portal
Monthly Archives

June 2020

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ : ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ୧୫…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଅଷ୍ଟମ ଚନ୍ଦ୍ର ହେତୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ପାଇ ବିସ୍ମିତ ହୋଇପାରନ୍ତି । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା…

ଵିଶ୍ବ ପରିବେଶ ଦିବସରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ…

ସଟଡାଉନରେ ବନ୍ଦ ରହିବ ମୋ ବସ ସେବା

ଭୁବନେଶ୍ୱର : ସଟଡାଉନରେ ବନ୍ଦ ରହିବ ମୋ ବସ ସେବା। କାଲିଠାରୁ ଦୁଇଦିନିଆ ସଟଡାଉନ୍ ଆରମ୍ଭ ହେଉଥିବାରୁ ବନ୍ଦ ରହିବ ମୋ ବସ୍ ସେବା। ଜୁନ ମାସର ପ୍ରତି ଶନିବାର ଓ ରବିବାର ରାଜଧାନରରେ ଗଡିବନି ମୋ ବସ, ଅର୍ଥାତ ଏହି ମାସରେ  ଏହି  ସୂଚନା ଦେଇଛି ମୋ ବସ୍ ଚଳାଚଳ ଦାୟିତ୍ୱ ନେଇଥିବା କ୍ୟାପିଟାଲ…

ମାତ୍ର ୫୦୫ ଗ୍ରାମ୍‌ର ଶିଶୁକନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର : ମାତ୍ର ୫୦୫ ଗ୍ରାମ୍‌ ଓଜନର ଜନ୍ମ ନେଇଥିବା ଶିଶୁ ଦୁଇ ବର୍ଷ ପରେ ଏବେ ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ । ଗତ ୨୦୧୮ ମେ ମାସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌…

ସତ୍ଯବ୍ରତଙ୍କ ପଦଯାତ୍ରା : ୩୧୪ଟି ବ୍ଳକ୍ ଯିବାକୁ ଲକ୍ଷ୍ଯ

ମୋହନା : ଓଡିଶାକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯାର ମାନ୍ଯତା ଦାବିରେ ଗତ ୨୦୧୯ ଜୁଲାଇ ମାସରୁ ଯାଜପୁର ବଡଚଣା ବ୍ଳକରୁ ପଦଯାତ୍ରା ଆରମ୍ଭ କରିଥିବା, ସମାଜସେବୀ ସତ୍ଯବ୍ରତ ଦାସ ଗଜପତି ଜିଲ୍ଲାରେ ପହଁଚିଛନ୍ତି । କନ୍ଧମାଳରୁ ମୋହନାରେ ପହଁଚିବା ପରେ ତାଙ୍କୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ…

ବର୍ବରତାର ଘଟଣା : ଯୁବକଙ୍କ ତଣ୍ଟିରେ ଛିଡା ହୋଇଗଲେ ପୋଲିସ !

ରାଜସ୍ଥାନ ଯୋଧପୁରରେ ପୋଲିସର ବର୍ବରତାର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚଯ୍ୟର୍ କରାଇଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅତି ନିର୍ମମ ଭାବେ ପିଟୁଛି କେବଳ ଏତିକି ନୁହେଁ ଜଣେ ପୋଲିସକର୍ମୀ ତ ବ୍ୟକ୍ତିଙ୍କ ବେକ ଉପରେ ଆଣ୍ଠୁ ମାଡି ବସିଛନ୍ତି। ଆପଣ ଏବେ ଭାବୁଥିବେ ବ୍ୟକ୍ତି…

ପୁଣି ଚର୍ଚ୍ଚା ସୃଷ୍ଟି କଲେ ସୁବ୍ରତ ବାଗଚି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଅଢ଼େଇ କୋଟି ଟଙ୍କା

ଭୁବନେଶ୍ୱର : କରୋନା ଲଢ଼େଇରେ ସେ ପୂର୍ବରୁ ସାମିଲ ଥିଲେ । ସମସ୍ତଙ୍କୁ ଜଣାଉଥିଲେ ଓଡ଼ିଶାରେ କରୋନା ସ୍ଥିତି ବିଷୟରେ । ହେଲେ ଆଜି ନିଜର ବଦାନ୍ୟତା ଦେଖାଇଛନ୍ତି ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ଅଢ଼େଇ କୋଟି ଟଙ୍କା । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

ଆଜି ଏକା ସାଙ୍ଗରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର ।  ଏକା ସାଙ୍ଗରେ ସୁସ୍ଥ ହେଲେ  ୧୨୩ କରୋନା ଆକ୍ରାନ୍ତ। ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ  । ଏମାନଙ୍କ ମଧ୍ୟରେ ଗଞ୍ଜାମର ୩୫, କଟକର ୨୨ ଜଣ, ନୂଆପଡାର ୧୪ ଜଣ, ବଲାଙ୍ଗିର ୧୪ ଜଣ, ଖୋର୍ଦ୍ଧାରୁ ୧୦ ଜଣ, କନ୍ଧମାଳରୁ ୭ ଜଣ, କୋରାପୁଟରୁ ୫ ଜଣ,…

ଏହି ତାରିଖରେ ୟିପିଏସସି ୨୦୨୦ର ପରୀକ୍ଷା

 ସିଭିଲ୍ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୟିପିଏସସି ୨୦୨୦ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ ସୂଚନା ଦେଇଛି । କେନ୍ଦ୍ର ଜନସେବା ଆୟୋଗ (ୟୁପିଏସସି) ଶୁକ୍ରବାର ଦିନ ଏହାର ସରକାରୀ ୱେବସାଇଟରେ ସିଭିଲ ସର୍ଭିସ ପରୀକ୍ଷା ଏବଂ…