Odia News Portal
Monthly Archives

June 2020

କରୋନା ନେଲା ଆଉ ଏକ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ପ୍ରାୟ ୨୧ ଜିଲ୍ଲାରୁ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି । ଏହି…

୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୂରତି, ୧୧ଟା ରେ ହାତୀବେଶ

ପୁରୀ() ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ଉପଲକ୍ଷେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ୟ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ…

ସଂଘ ଏବେ ସଂଗରୋଧ କେନ୍ଦ୍ରରେ ଥିବା ଆଲୋଚନା

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା) ଏବେ ସଂଗରୋଧ କେନ୍ଦ୍ରରେ । କର୍ମଚାରୀ ନେତାମାନଙ୍କ ଦେଖାଦର୍ଶନ ନମିଳିବାରୁ ଲୋକସେବା ଭବନରେ ଏଭଳି ଆଲୋଚନା ଜୋର ଧରିଛି । ସଂଘର କିଛି ସଦସ୍ୟଙ୍କ କହିବା କଥା ଯେ କରୋନା ଆତଙ୍କ କେବଳ ସାଧାରଣ ଜୀବନଯାତ୍ରା, ଦପ୍ତର, ବଜାର, ଯାନବାହାନ ବନ୍ଦ…

ୱାର୍ଡ ନଂ ୩୯ ରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସମାଜସେବୀ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ୍‌ରେ ୩୭, ୩୮, ୩୯ ନଂ ୱାର୍ଡ଼ର ୱାର୍ଡ ଅଫିସର୍‌, କମ୍ୟୁନିଟି ଅର୍ଗାନାଇଜର୍‌, ସାନିଟାରୀ ଇନିସ୍‌ପେକ୍ଟର୍‌, ୱାର୍ଡ଼ ସୁପର୍‌ଭାଇଜର୍‌, ଷ୍ଟ୍ରିଟ୍ ଲାଇଟ୍…

ପିଆଜ ଟ୍ରକରୁ ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ

ଖୋର୍ଦ୍ଧା : ଖୋର୍ଦ୍ଧା ପୋଲିସକୁ ସଫଳତା। ୧୬ ନମ୍ବର  ଜାତୀୟ ରାଜପଥ ଖେର୍ଦ୍ଧା ନିକଟରୁ ପିଆଜ ଟ୍ରକରୁ  ଜବତ ହୋଲା ୫ କ୍ବିଣ୍ଟାଲ ଗଞ୍ଜେଇ। ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଏହି ଚଢାଉରେ  ସମାଲି ହୋଇ ଟ୍ରାକକୁ ଜବତ  କରିବା  ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆନ୍ଧ୍ରରୁ ଆସିଥିବା ଏକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସଭାସମିତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କିନ୍ତୁ ସାମୟିକ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ…

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ଓଡ଼ିଆ ସମବାୟ କତା ନିଗମରୁ ପହଞ୍ଚିଲା ୨୦ଟି ଦଉଡି, ୨୦ ଦଉଡି ମଧ୍ୟରୁ ୧୪ ରଥା ଟାଣା ପାଇଁ , ଅନ୍ୟ ୬ଟି କର୍ଡ଼ନ ଦଉଡି । ଏହା ସହିତ ପୁରୀରେ ଆଜି ରାତିରୁ ୧୪୪ ଧାରା ଜାରି ହେବ। ବିନା ଭକ୍ତରେ ହେବ ଚଳିତ ବର୍ଷର ଦେବସ୍ନାନ ପୂର୍ଣ୍ଣିମା। ସୀମିତ…

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ବର : ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ବର ପରେ ଶ୍ବାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ…

ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର() କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢ଼େଇ ଆମ ପାଇଁ ଲମ୍ବା ଲଢ଼େଇ । କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ…

ଆଇଏଏସ୍ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା

ଛତୀଶଗଡ଼ : ଛତିଶଗଡର ଜାଞ୍ଜଗିର ଚମ୍ପା ଜିଲ୍ଲାରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଜାଞ୍ଜଗିର ଚମ୍ପା ଜିଲ୍ଲାର ପୋଲିସ ଅଧିକାରୀ ବୁଧବାର କହିଛନ୍ତି ଯେ, ୩୩ ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗରେ ଜିଲ୍ଲାର ପୂର୍ବତନ କଲେକ୍ଟର ଜନକ ପ୍ରସାଦ…