ଭଦ୍ରକରେ ଏହି ୩ ଗାଁ ୪୮ ଘଣ୍ଟା ସଟଡାଉନ୍
ଭଦ୍ରକ : ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳ କ୍ଷମତା। ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ। ଆଜି(ଗୁରୁବାର) ସଂଧ୍ୟା ୬ଘଟିକା ଠାରୁ ଆସନ୍ତା ଶନିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳମଣ୍ଡୁଆ…