ଭୁବନେଶ୍ୱର ସାଂସଦଙ୍କ ନାଁରେ ଏତଲା
ଭୁବନେଶ୍ୱର: ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ରେ ଏତଲା ଦାଏର ହୋଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି କି ସାଂସଦ ମହୋଦୟା ସରକାରଙ୍କ ନିୟମକୁ ଅବମାନନା କରି ମେ ୨୨ ତାରିଖରେ ନିଜ…