Odia News Portal
Monthly Archives

June 2020

ଲୋକସେବା ଭବନରୁ ଉଦ୍ଧାର ହେଲା ଢ଼ମଣା ସାପ

ଭୁବନେଶ୍ବର : ଲୋକସେବା ଭବନ ପରିସରରୁ ଉଦ୍ଧାର ହେଲା ଢ଼ମଣା ସାପ । ଗଛ କୋରଡରୁ ପସି ରହିଥିବା ସାପଟିକୁ ସ୍ନେକ୍ ହେଲ୍ପ ଲାଇନ୍ ପକ୍ଷରୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ରବିବାର ସକାଳେ ରାଜ୍ୟ ଲୋକସେବା ଭବନ ପରିସରରେ ଥିବା ଏକ ଗଛରେ ସାପଟି ଚଢିଥିଲା। ଏହି ସମୟରେ ଲୋକସେବା ଭବନ ମୁଖ୍ୟ…

ପୁଣି ପୁଲିସ ମାଡ଼ରେ ଭାଙ୍ଗିଲା ବୃଦ୍ଧଙ୍କ ହାତ

ପୁରୀ : ଶ୍ରୀଗୁଣ୍ଡିଚା ଦିନ ପୁଲିସର ବର୍ବରତା ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ଡାକ୍ତରଖାନା ଭିତରେ ପଶି ଜଣେ ବୃଦ୍ଧଙ୍କ ମୁଣ୍ଡ ଫଟାଇ ଦେବା ଘଟଣା ପରେ ଆଉ ଦୁଇଟି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି । ଜଣେ ୭୭ ବର୍ଷୀୟ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ବଡ଼ଦାଣ୍ଡରେ ପିଟି ପିଟି ହାତ…

ଏହି ବିଜେପି ନେତ୍ରୀଙ୍କ ଫେସବୁକ୍ ଆଇଡି ହ୍ୟାକ୍

ଶ୍ରୀନଗର : ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲ୍ଲାରେ ବିଜେପି ମୁଖପାତ୍ର ମୀର ବଶାରତ ଫେସବୁକ୍ ଆଇଡି ପାକିସ୍ତାନରେ ହେଲା ହ୍ୟାକ୍। ଏହା ସହ ତାଙ୍କୁ ଜୀବନରେ ମାରିବାର ଧମକ ମଧ୍ୟ ଦିଆଯାଉଛି। ପୋଲିସ ଯେତେବେଳେ ଏହି ମାମଲାର ତଦନ୍ତ କରିଥିଲା ସେତେବେଳେ ଜଣାପଡିଥିଲା ଯେ, ବିଜେପି ନେତ୍ରୀଙ୍କୁ…

କଣ୍ଟେନମେଣ୍ଟ ଜୋନ ହେଲା ଥାନା ପରିସର

କଟକ: କଟକ ଜିଲ୍ଲା ଅନ୍ତର୍ଗତ ବଡମ୍ବା ଥାନା କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ । ବଡମ୍ବା ଥାନା ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଥାନାକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଥାନାର ୨୨ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇଛି । ଆଜି ସେମାନଙ୍କ ନମୁନା ପରୀକ୍ଷା…

କୁମ୍ଭୀର ନେଲା ଆଉ ଏକ ନିରୀହ ଜୀବନ

ମାଲକାନଗିରି : କୁମ୍ଭୀର ନେଇଛି ନେଲା ଆଉ ଏକ ନିରୀହ ଜୀବନ। ମାଲକାନଗିରି ସିଲେରୁ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଚିତ୍ରକୋଣ୍ଡା ଥାନା ଜଲାସାହିର ୯ବର୍ଷର ବାଳକ କୈଳାସ ମାଝୀ ବୋଲି ଜଣାଯାଇଛି । ଶନିବାର ସ୍ୱିପହାର ସମୟରେ କୈଳାସ ନଦୀକୁ ଗାଧୋଇବାକୁ ଯାଇ ଆଉ…

ଏହି ଦେଶରେ ଗୋଟିଏ ଦିନରେ ୨୬ ଟଙ୍କା ମହଙ୍ଗା ହେଲା ତେଲ ଦାମ୍‌

ପେଟ୍ରୋଲ-ଡିଜେଲର ଦାମ ଲଗାତର ବୃଦ୍ଧି କାରଣରୁ ଭାରତୀୟ ଜନତା ବହୁତ ଚିନ୍ତାରେ ଥିବାବେଳେ ପଡୋଶୀ ପାକିସ୍ତାନରେ ତେଲ ଦାମ ସେଠାକାର ସାଧାରଣ ଜନତାଙ୍କର ଆଣ୍ଟା ଭାଙ୍ଗି ଦେଇଛି। ଇମରାନ୍‌ ଖାନ ସରକାର ପେଟ୍ରୋଲିୟମ ପଦାର୍ଥରେ ଦାମ ୨୭ ରୁ ୬୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରିପୋର୍ଟ…

ମୃତ୍ୟୁର ୧୪ ଦିନ ପରେ ବଡ଼ ପଦକ୍ଷେପ ନେଲେ ରିୟା

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୂରା ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି। ଲୋକମାନେ ତାଙ୍କୁ ନ୍ୟାୟ ଦେବାକୁ ଦାବି କରୁଛନ୍ତି। ଏଥିସହ ନେପୋଟିଜମ୍‌କୁ ନେଇ ମଧ୍ୟ କେତେକ ସେଲିବ୍ରିଟିଙ୍କୁ ଟାର୍ଗେଟ୍‌ କରାଯାଉଛି। ଫଳରେ ବଡ଼ ବଡ଼ ଷ୍ଟାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି।…

ଭୁବନେଶ୍ୱରରୁ ପୁଣି ୬ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମୁନିସିପାଲ ଅଂଚଳରୁ ଗତ ୨୪ ଘଣ୍ଟା ଭିତରେ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୪ ଜଣଙ୍କ ମୃତ୍ୟୁ ହୋଇଛି । …

କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ() ବିଶ୍ୱରେ କୋଟିଏ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବଢ଼ିବାରେ ଲାଗିଛି କରୋନା କହର । ୨୪ ଘଣ୍ଟାରେ ୧୯ ହଜାର ୯୦୬ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ଥିବା ବେଳେ ଆକ୍ଟିଭ୍ କେସ୍…

ସୁରକ୍ଷା ଦିଗରେ ଭାରତ ଆଗୁକ ଆଗେଇଛି

ନୂଆଦିଲ୍ଲୀ() ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ କହିଛନ୍ତି ଯେ, ‘ଲୋକ…