ଝାରସୁଗୁଡ଼ା ଏସପିଙ୍କ ନିଆରା ଉଦ୍ୟମ
ଝାରସୁଗୁଡ଼ା : ଲୋକଙ୍କ ସହ ଫୋନରେ ଯୋଡ଼ିହେବେ ଝାରସୁଗୁଡ଼ା ଏସପି । ଏଥର ସିଧାସଳଖ ଫୋନ କରି ଏସପିଙ୍କ ପାଖରେ ନିଜର ଅଭିଯୋଗ କରିପାରିବେ ଜିଲ୍ଲାବାସୀ । ଲକଡାଉନ ଓ କୋରୋନା ମୁକାବିଲା ଯୋଗୁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଥିବାରୁ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏସପି ଶ୍ରୀ ରାହୁଲ ପି ଆର ।…