ସପ୍ତାହକୁ ୪ ଦିନ ସଟଡାଉନ ଘୋଷଣା
କରୋନା ସଙ୍କଟ ପାଇଁ ଏଣିକି ୪ ଦିନିଆ ସଟଡାଉନ ଲାଗୁ ହେବ । ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ କରାଯାଇଛି । ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଜିଲ୍ଲାପାଳ ସଟଡାଉନ ନିର୍ଦ୍ଦେଶ ଦେଇଥିବାବେଳେ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଲକଡାଉନ କଟକଣା ଯଥାପୂର୍ବ ରହିବ।…