ଏମିତି ନିଆରା ଶ୍ରଦ୍ଧାଞ୍ଜଳି ଆଉ କେହି ଦେଇ ନଥିବେ ବିଜୟ ମହାନ୍ତିଙ୍କୁ
ଯାଜପୁର : ବିଜୟ ବରଗଛ। ହଁ ଏ ନାଁଟି ଟିକିଏ ଅଲଗା ଲାଗୁଥିବ। ବରଗଛ ସହିତ ଜଣେ ବ୍ୟକ୍ତିଙ୍କ ନାଁ। ଗଛ ଭିତରେ ବରଗଛ ଟିକିଏ ନିଆରା ଓ ଏହାର ଆୟୁଷ କଳନା କରି ହୁଏନି ବୋଲି କଳ୍ପବଟର ନାଁ ଦିଆଯାଏ। ଠିକ ସେହିପରି ଆମ ସମସ୍ତଙ୍କର ଅତି ପ୍ରିୟ ବିଜୟ ମହାନ୍ତି।
ପ୍ରତିଟି ଓଡିଆ ସିନେପ୍ରେମୀଙ୍କ…