ଆନ୍ଧ୍ର-ଓଡ଼ିଶା ସୀମାରେ ଜଏଣ୍ଟ ଅପରେସନ
ମାଲକାନଗିରି : ଆନ୍ଧ୍ର-ଓଡ଼ିଶା ସୀମାରେ ପୋଲିସ ମାଓବାଦୀ ମଧ୍ୟରେ ଏକ ବଡ ଧରଣର ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସୀମାନ୍ତବର୍ତ୍ତୀ ଆନ୍ନାଭାରାମ ପୋଲିସ ଷ୍ଟେସନ…