Odia News Portal
Monthly Archives

July 2020

ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ IPL

ନୂଆଦିଲ୍ଲୀ()  ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟସରେ ଆଇପିଏଲ କ୍ରିକେଟ ଖେଳାଯିବ । ସେହିପରି ନଭେମ୍ବର ୮ରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚନା ମିଳିଛି । ଟୁର୍ଣ୍ଣାମେଣ୍ଟକୁ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଦୁବାଇ, ଆବୁଧାବି ଓ ଶାରଜାହରେ ଆଇପିଏଲ ମ୍ୟାଚ ଖେଳାଯିବା…

ପୋଲସରା ବିଧାୟକଙ୍କୁ କରୋନା

ଭୁବନେଶ୍ୱର() ରାଜ୍ୟରେ କରୋନା ସଂକ୍ରମଣରୁ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଆଜି ଆଉ ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ କହିଛନ୍ତି । ଏହାସହ ତାଙ୍କ ପତ୍ନିଙ୍କୁ…

ରାଜଭବନରେ ପ୍ୟାରେଡ଼ ପାଇଁ ଅନୁମତି ମାଗିଲେ ଗେହଲଟ

ଜୟପୁର ()  ସଚିନ ପାଇଲଟ ଓ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ  । ରାଜସ୍ଥାନ ହାଇକୋର୍ଟ ଏହି ରାୟ ଦେଇଛନ୍ତି  । ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ଲାନ-ବି ଆରମ୍ଭ କରିଛନ୍ତି  । ରାଜ୍ୟପାଳଙ୍କ ସହ…

ଓଡ଼ିଶାରେ ପ୍ଲାଜମା ଥେରାପି ସଫଳ

ଭୁବନେଶ୍ୱର()  ରାଜ୍ୟରେ ଦିନକୁ ଦିନ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ଓଡ଼ିଶାରେ ପ୍ଲାଜମା ଥେରାପି ସଫଳ ହୋଇଛି । ପ୍ଲଜମା ଥେରାପିରେ କରୋନା ରୋଗୀ ସୁସ୍ଥ ହୋଇଥିବା ସୂଚନା ରହିଛି । କଟକର ଜଣେ ୪୮ବର୍ଷିୟ ମହିଳା…

ବିଧାନସଭାରୁ ୫ ପଜିଟିଭ

ଭୁବନେଶ୍ୱର () ବିଧାନସଭାରେ ପଶିଲା କରୋନା । ନୀଳଗିରୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣଙ୍କ କରୋନା ପରିକ୍ଷା କରାଯିବା ପରେ ୫ଜଣଙ୍କ କରୋନା ପଜିଟିଭ ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହିଛନ୍ତି । ତେବେ କରୋନା ପଜିଟିଭ ବାହାରିବା ପରେ ବିଧାନସଭା ସାନିଟାଇଜ କରାଯିବ । ଏକ…

କରୋନାରେ ଆଉ ୬ ମୃତ

ଭୁବନେଶ୍ବର() ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଗଜପତି, ରାୟଗଡା ଓ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ମୃତକଙ୍କ ମଧ୍ୟରେ…

ବଡ଼ ଖବର, ଆଜି ରେକର୍ଡ଼ ୧୫୯୪ ପଜିଟିଭ, ୫୨୭ ଲୋକାଲ କେସ

ଭୁବନେଶ୍ବର()  ରାଜ୍ୟରେ ଆଜି ୨୮ଜିଲ୍ଲାରୁ ସର୍ବାଧିକ ୧୫୯୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫୨୭ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି…

ଏଣିକି ଅଧ ଘଂଟାରେ ହେବ କରୋନା ଟେଷ୍ଟିଂ

ନୂଆଦିଲ୍ଲୀ()   କରୋନା ଟେଷ୍ଟିଂ ପାଇଁ ବହୁ ସମୟ ଲାଗୁଛି  । ଫଳରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଜାଣିବାକୁ ଗୋଟିଏ ଦିନ ବି ଅପେକ୍ଷା କରିବାକୁ ପଡ଼ୁଛି  । କିନ୍ତୁ ଖୁବଶୀଘ୍ର ଟେଷ୍ଟିଂ କରିବା ପାଇଁ ଭାରତ ଓ ଇସ୍ରାଏଲ ଉଦ୍ୟମ ଆରମ୍ଭ କରିଛନ୍ତି  ।…

ଆଇସ୍‍କ୍ରିମ ପାର୍ଲରରେ ଫିନାଇଲ୍‍ ବିକ୍ରି

ଭୁବନେଶ୍ୱର : ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ରାଜଧାନୀରେ ତିଆରି ହୋଇଥିଲା ଚକ ଚକିଆ ଓମ୍‍ଫେଡ୍‍ ପାର୍ଲର । ହେଲେ ଏବେ ଏଠାରେ ଫିନାଇଲ୍‍ ବିକ୍ରି ହେଉଛି । ଖାଲି ଫିନାଇଲ୍‍ ନୁହେଁ ଛତୁଆ, ଡାଲି, ଅଟା ଭଳି ସାମଗ୍ରୀ ବି ଗୋଟିଏ ସଂସ୍ଥା ସେଠାରେ ବିକ୍ରି କରୁଛି । ସରକାରୀ ସଂସ୍ଥା ଓମ୍‍ଫେଡର…

ପାଇଲଟ୍‌-ଗେହଲଟ୍‌ ବିବାଦ : ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ

ରାଜସ୍ଥାନ : ପାଇଲଟ୍‌-ଗେହଲଟ୍‌ ବିବାଦରେ ଆଜି ଆସିପାରେ ରାଜସ୍ଥାନ ହାଇକୋର୍ଟଙ୍କ ରାୟ। ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ବିଧାୟକଙ୍କୁ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ ଉପରେ ୧୦ଟା ୩୦ରେ ରାୟ ଶୁଣାଇବେ ହାଇକୋର୍ଟ। ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟ୍‌ ଓ ୧୮ ବିଦ୍ରୋହୀ…