Odia News Portal
Monthly Archives

July 2020

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ରକେନ୍ଦ୍ରରେ ଶୁକ୍ର ଥିବାରୁ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ,ବନ୍ଧୁ ମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରତିରୋଧ କାମକୁ…

ବେସାହାରା ୫ ଭାଇଭଉଣୀଙ୍କୁ ସାହା ହେଲେ ବିଧାୟକ

ଯାଜପୁର : ବାପା ଓ ମା’ଙ୍କୁ ହରାଇଥିବା ନାବାଳକ ୫ ଭାଇ-ଭଉଣୀଙ୍କର ସମସ୍ତ ଦାୟିତ୍ୱ, ଯାଜପୁର ଜିଲ୍ଲା ପ୍ରଶାସନ ହାତକୁ ନେଇଛନ୍ତି। ଗତ ବୁଧବାର ମା’ କୁନି ଯାମୁଦାଙ୍କ ମୃତ୍ୟୁ ପରେ ବେସାହାର ହୋଇ ଯାଇଥିବା ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଠାକୁରାସାହିର ଏହି ଅସହାୟ ଭାଇ-ଭଉଣୀଙ୍କୁ ମାସିକ…

ସାଇବାବା ଭଗବାନଙ୍କ ଅବତାର

ଦାସଗଣୁ ଶିରିଡ଼ିରେ ବାବାଙ୍କ ସହିତ ରହୁଥିଲେ । ସେ ପଣ୍ଡରପୁର ଯାଇ ବିଠଲ ଭଗବାନଙ୍କ ଦର୍ଶନ ପାଇଁ ଇଚ୍ଛା କଲେ । ଏଥିପାଇଁ ସେ ବାବାଙ୍କ ଅନୁମତି ଲୋଡ଼ିଲେ । ବାବା କହିଲେ, ‘ଗଣୁ! ତୁମ ପାଇଁ ଶିରିଡ଼ି ହେଉଛି ପଣ୍ଡରପୁର । ତୁମେ ଏତେ ବାଟ ଯିବ କ’ଣ ପାଇଁ? ଦାସଗଣୁଙ୍କର ବାବାଙ୍କ ଉପରେ ଅଗାଧ…

ଯୁବ ସଂଖ୍ୟାଲଘୁ ସେଲ ତରଫରୁ ପ୍ରଣବଙ୍କ ଜନ୍ମଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଶାଳା () ଆଜି ଯୁବ ସଂଖ୍ୟାଲଘୁ ସେଲ ବିଜୁ ଜନତା ଦଳ ତରଫରୁ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଜନ୍ମଦିନ ପାଳନ ଉପଲକ୍ଷେ କେନ୍ଦ୍ରାପଡ଼ା ସହର ମାଧାପୁର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦର ପୃଥିବୀ ପରିବେଶ କେବଳ ମନୁଷ୍ୟ ପାଇଁ ନୁହେଁ ବରଂ…

ଏହି ଅଭିନେତ୍ରୀଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଆଜି ଜନ୍ମଦିନ। ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧‘ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍‌ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ…

ବଲିଉଡ୍‌ର ସବୁଠୁ ଦାମୀ ହିରୋଇନ୍‌ ଦୀପିକା ପାଦୁକୋନ୍‌

ବଲିଉଡ୍‌ର ଟପ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ ଖୁବ୍‌ଶୀଘ୍ର ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହ ଏକାଠି ନଜର ଆସିବେ। ଏହି ଯୋଡ଼ିକୁ ଏକାଠି ଲଞ୍ଚ୍‌ କରିବାକୁ ଯାଉଛନ୍ତି ନାଗ ଅଶ୍ୱିନ୍‌। ନାଗ ଜଣେ ସାଇନ୍ସ ଫିକ୍ସନ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେହି ଫିଲ୍ମରେ ଏହି ଦୁଇ କଳାକାର ନଜର…

ନୀଳଚକ୍ର ବାନା ଉପରେ କାହିଁକି ବସିଲା ଚିଲ ?

ମାଡିଆସୁଛି କି  ବିପଦ? ଘଟିବ କି ଓଡିଶାରେ ଅଘଟଣ? ଶ୍ରୀମନ୍ଦିରରେ ବାରମ୍ବାର ଗୋଟିଏ ପରେ ଗୋଟିଏ ଅଶୁଭ ସଂକତ କି ବାର୍ତ୍ତା ଦେଉଛି? ଏଭଳି ଅନେକ ପ୍ରଶ୍ନ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡ଼ିଯାଇଥିଲା ବେଳେ ଆଜି…

ମଦ କାଉଣ୍ଟର ବାଣ୍ଟିଲା କରୋନା, ସହରରେ ଏବେ କୋକୁଆ ଭୟ

ଅନୁଗୁଳ :  ଅନୁଗୁଳ ମଦ କାଉଣ୍ଟର ବଢାଇଲା ଚିନ୍ତା। କାଉଣ୍ଟର ରୁ ବ୍ୟାପିଲା କରୋନା ।ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା । ଅନୁଗୁଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା କରାଯାଉଥିଲା । ଶେଷରେ ତାହା ହିଁ ହୋଇଛି । ଗତ ୧୯ ତାରିଖରେ ମଦ କାଉଣ୍ଟରର ୩ ଜଣ…

ଆଜି ସୁସ୍ଥ ସଂଖ୍ୟାରେ ଯୋଡିହେଲେ ୬୪୩ ଆକ୍ରାନ୍ତ

ଭୁବନେଶ୍ଵର : ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ଆଉ ୬୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୦୭, ଖୋର୍ଦ୍ଧାର ୪୪, ବାଲେଶ୍ବରର ୩୧, ମୟୂରଭଞ୍ଜର ୨୮, କଟକର ୨୭, ଜଗତସିଂହପୁରର ୧୫, ବରଗଡର ୧୪,…

ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ() କୋଭିଡ଼ ନିୟମ ସହ ଚଳିତବର୍ଷ ସ୍ୱାଧନତା ଦିବସ ପାଳନ ପାଇଁ ଗାଇଡ଼ଲାଇନ ଜାରି ହୋଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଗାଇଡ଼ ଲାଇନ ଜାରି କରାଯାଇଛି । ତେବେ ଜାରି କରାଯାଇଥିବା ଗାଇଡ଼ଲାଇନ ଅନୁସାରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ…