Odia News Portal
Monthly Archives

July 2020

ସର୍ଭେ ଯୋଗୁଁ ପଜିଟିଭ ଚିହ୍ନଟ ଅଧିକ ହୋଇଛି

ଭୁବନେଶ୍ୱର() ରାଜ୍ୟରେ  ଆଜି ସର୍ବାଧିକ ୧୨୬୪ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ନେଇଛି କରୋନା । ବଢୁଥିବା ସଂଖ୍ୟାକୁ ନେଇ ଜବାବ୍ ରଖିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ‘ବିଶ୍ୱ ସହ ଆମ ଦେଶରେ କରୋନା ସଂକ୍ରମଣ ବଢି…

ଭୁବନେଶ୍ୱରରୁ ୧୨୬ ପଜିଟିଭ, ୩୩ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୬ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଚିହ୍ନଟ ହୋଇଥିବା ୧୨୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୩୩ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୮୧ଜଣ…

କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ() କଟକ ସହରରୁ ଆଜି ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନ କେନ୍ଦ୍ରରୁ ୫,ହୋମ କ୍ୱାରେଣ୍ଟିନରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା…

କାଶରୁ ଜଣାପଡିବ କରୋନା

ଭୁବନେଶ୍ୱର()  କାଶରୁ କରୋନା ହୋଇଛି କି ନାହିଁ ଜଣାପଡ଼ିବ  । ଏନେଇ ଏବେ ଗବେଷଣା ଜାରି ରହିଛି ବୋଲି ଆରଏମଆରସିର ନିଦେ୍ର୍ଧଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି  । ସେ କହିଛନ୍ତିଯେ, ସାଧାରଣ କାଶ ଓ କରୋନା ସଂକ୍ରମିତଙ୍କ କାଶ ମଧ୍ୟରେ ଫରକ ରହିଛି  । ବିଭିନ୍ନ କାଶର…

ସୁପ୍ରିମକୋର୍ଟରେ ଘୁଞ୍ଚିଲା ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି

ନୂଆଦିଲ୍ଲୀ() ସୁପ୍ରିମକୋର୍ଟରେ ରାଜସ୍ଥାନ ରାଜନୀତି ମାମଲାର ଶୁଣାଣି ଘୁଞ୍ଚିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାଚସ୍ପତି । ଆସନ୍ତାକାଲି ୧୯ ବିଧାୟକଙ୍କ…

ପତିତପାବନ ମହାବିଦ୍ୟାଳୟର ନୂତନ ଅଧକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେନ୍ଦୁଝର : ସାଇଁକୁଳସ୍ଥିତ ପତିତପାବନ ମହାବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିର୍ଦେଶ କ୍ରମେ ଅର୍ଥନୀତି ବିଭାଗର ବରିଷ୍ଠ ପ୍ରାଧ୍ୟାପକ ରାଜେନ୍ଦ୍ର କୁମାର ରାଉତ ବିଧିବଦ୍ଧ ଭାବେ ନୂତନ ଅଧକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ…

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

ଭୁବନେଶ୍ୱର : କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ନିଜ ଜୀବନକୁ ବାଜି ଲଗାଇ…

କ୍ୟାନସର ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବ ଭାଙ୍ଗ

ଭାଙ୍ଗ ଗଛ କ୍ୟାନସର ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଟେଗ୍ରେଟିଭ ମେଡିସନ୍(ଆଇଆଇଆଇଏମ୍) ଭାଙ୍ଗ ଗଛରୁ ଔଷଧ ପ୍ରସ୍ତୁତ କରି ଟ୍ରାୟଲ୍ କରୁଛି। ଏହାକୁ…

ପ୍ରକୃତି ଓ ପରିବେଶ ପ୍ରେମୀ ବଦ୍ରି

ପାଟଣା() ଦେଶରେ ମହାମାରୀ କରୋନାର ତାଣ୍ଡବରେ ଦେଶ ତଥା ରାଜ୍ୟର ଚିତ୍ର ଏବେ ବଦଳି ଯାଇଛି । କାହାର ପେଷା ବଦଳିଯାଇଛି ତ କାହାର ନିଶା ଭାଙ୍ଗିଯାଇଛି । କିଏ ଚାକିରୀ ହରାଇ ପରିବା ବିକୁଛି ତ ଆଉ କିଏ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ତାଜୀବନର ଗତିପଥ ମଧ୍ୟ ବଦଳାଇ ଦେଇଛି । ଏହିଭଳି ସଙ୍କଟ ସମୟରେ…

ଆଉ ୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉ ଅଞ୍ଚଳର ମୃତକ

ଭୁବନେଶ୍ବର() ଆଜି ୨୭ଜିଲ୍ଲାରୁ ସର୍ବାଧିକ ୧୨୬୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କରୋନା  । ମୃତ୍ୟୁ ହୋଇଥିବା ୬ଜଣଙ୍କ ମଧ୍ୟରୁ ୫ଜଣ ଗଞ୍ଜାମ ଜିଲ୍ଲାର ଓ ସେଠାର ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲାର ଓ ସେଠାରେ ମୃତ୍ୟୁ ସଂଖ୍ୟା…