ବାପା-ମାଙ୍କ ହତ୍ୟାର ପ୍ରତିଶୋଧ ନେଲେ ଝିଅ
କାବୁଲ : ସାରା ବିଶ୍ବରେ ମଲାଲା ୟୁସୁଫଜାଇଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ସାହାସିକତା ପାଇଁ ଜଣାଯାଏ। ଆଜିକାଲି ଅଫଗାନିସ୍ତାନର ଜଣେ ୧୬ ବର୍ଷୀୟ ଝିଅର ପ୍ରତିଶୋଧର କାହାଣୀ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଝିଅଟି ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବାର ଲଢେଇର ଏକ…