Odia News Portal
Monthly Archives

July 2020

ପାକିସ୍ତାନ ସୀମାରୁ ଜବତ ହେଲା ୩୦୦ କୋଟିର ହେରୋଇନ୍‌

ପଞ୍ଜାବ : ଭାରତୀୟ ସୀମା ସୂରକ୍ଷା ବାହିନୀ(ବିଏସ୍‌ଏଫ୍‌)ର ଯବାନଙ୍କୁ ଆଜି ଚୋରା ଚାଲାଣ ରୋକିବାରେ ବଡ଼ ସଫଳତା ମିଳିଛି । ପାକିସ୍ତାନରୁ ପଞ୍ଜାବ ସୀମା ଦେଇ ଚାଲାଣ ହେଉଥିବା ପ୍ରାୟ ୬୪ କେଜି ହେରୋଇନ୍‌କୁ ବିଏସ୍‌ଏଫ୍‌ ଯବାନମାନେ ଗୁରୁଦାସପୁରରୁ ଜବତ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ  ୩୨୧…

ଲକଡାଉନ ଅଞ୍ଚଳରେ ବଦଳିଲା ବ୍ୟାଙ୍କ ଖୋଲିବାର ସମୟ

ଭୁବନେଶ୍ୱର : ବଦଳିଲା ବ୍ୟାଙ୍କ ଖୋଲିବାର ସମୟ। କାଲିଠୁ ୩୧ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, କଟକ, ଯାଜପୁର, ଗଞ୍ଜାମ ଜିଲ୍ଲା ଓ ରାଉରକେଲାରେ ୧୪ ଦିନିଆ ଲକଡାଉନ୍ ଜାରି କରାଯାଇଛି। ଏହି ଅଞ୍ଚଳରେ ଥିବା…

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ : ଭାରତ –ନେପାଳ  ସୀମାରେ ପୁଣି ଥରେ ନେପାଳ ପଟରୁ ଫାୟାରିଂ  ଆରମ୍ଭ ହୋଇଛି ।  ଏହି ଘଟଣାରେ ଜଣେ ଭାରତୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିହାରରେ ଟେଢ଼ାଗାଛର ଫତେହପୁର ସ୍ଥିତ ଭାରତ-ନେପାଳ ସୀମାରେ ହୋଇଛି । ଏଠାରେ…

୧୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ପିସ୍ତଲ ଜବତ

କାମାକ୍ଷାନଗର : ଢେଙ୍କାନାଳ ଟାଉନ ପୁଲିସ ରାମେଶ୍ୱରପୁର ଅଂଚଳରେ ଚଢ଼ାଉ କରି ୧୪୩ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ  ବୋଲି ଜଣାପଡିଛି । ପୁଲିସ ଏ ସଂକ୍ରାନ୍ତରେ ରାମେଶ୍ବରପୁରର ଗଣେଶ୍ୱର ଖୁଣ୍ଟିଆ ନାମକ ଜଣେ ଯୁବକକୁ ଗିରଫ କରିଛି।…

କମିଶନରେଟ୍ ପୁଲିସର ଦୁଇ କନଷ୍ଟେବଲଙ୍କୁ କରୋନା

ଭୁବନେଶ୍ୱର : କମିଶନରେଟ୍ ପୁଲିସ ରିଜର୍ଭ ଲାଇନର ଦୁଇ କନଷ୍ଟେବଲ କରୋନାରେ ସଂକ୍ରମିତ ହୋଇଛନ୍ତି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି ଯେ, ଦୁଇ କନଷ୍ଟେବଲ ଛୁଟିରୁ ଫେରି ଆଇସୋଲେସନରେ ଥିଲେ। ସେମାନଙ୍କର କରୋନା ଟେଷ୍ଟ ହେବା ପରେ ପଜିଟିଭ…

କରୋନା ପାଇଁ ଅଭାବନୀୟ ଦୃଶ୍ୟ, ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଲାଗିଛି ଲମ୍ବା ଲାଇନ

ଭବାନୀପାଟଣା : କରୋନା ପାଇଁ ଅଭାବନୀୟ ଦୃଶ୍ୟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶାର କଳାହାଣ୍ଡି ଜିଲ୍ଲାରେ । ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ରାତି ଅଧରେ ଲୋକଙ୍କର ଲମ୍ବା ଲାଇନ୍‌ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ । ଏହି ବ୍ଲକରେ ଏସ୍‌ବିଆଇର ଗୋଟିଏ ଶାଖା ରହିଛି । କରୋନା…

ଏହି ଫିଲ୍ମରେ ପ୍ରଭାସ ଏବଂ ଦୀପିକା ଏକାଠି ଆସିବେ ନଜର

ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା। କଥାଟି ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ। ଫିଲ୍ମ ବାହୁବଳୀ ରିଲିଜ ହେବା ପରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ ସାରା ଭାରତରେ ବେଶ ପରିଚିତ। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାସନାଲ ଷ୍ଟାର ମଧ୍ୟ ପରିଚୟ ଦେଇଥିଲା। ସେପଟେ…

ଆଜି ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରୁ ୪୦,…

ରାଜଧାନୀରେ ଆଜି ପୁଣି ୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଆଜି ପୁଣି ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଭୁବନେଶ୍ୱରରେ ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ଏହା ପରେ ରାଜଧାନୀରେ…

ପକ୍ଷୀ ଶିକାର କରି ବନ୍ଧା ହେଲେ ଦୁଇ

ଢେଙ୍କାନାଳ : ଏବେ ଅନେକ ସଚେତନା କରିବା ପରେ ବି କିଛି ଲୋକ ସୁଧୁରୁ ନାହାନ୍ତି । ବିଲୁପ୍ତ ପ୍ରଜାତିର ପକ୍ଷୀମାନଙ୍କୁ ସେମାନେ ଶିକାର କରୁଛନ୍ତି । ଢେଙ୍କାନାଳରେ ଏପରି ପାଣି କୁଆଙ୍କୁ ଶିକାର କରୁଥିବା ବେଳେ ବନାଞ୍ଚଳ କର୍ମଚାରୀ ୨ ଜଣ ଶିକାରିଙ୍କୁ ଗିରଫ କରିଛନ୍ତି। ଏହି ଶିକାରିମାନେ…