Odia News Portal
Monthly Archives

July 2020

ଈଶା ଦେୱଲଙ୍କ ଘରେ ପହଞ୍ଚିଲା କରୋନା

ମୁମ୍ବାଇ : ନିକଟରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ଆରାଧ୍ୟା ଏବଂ ଅନୁପମ ଖେରଙ୍କ ପରିବାର କରୋନା ଭାଇରସ୍ ପଜିଟିଭ୍ ଥିବା ଜଣାପଡିଛି। ରେଖାଙ୍କ ବଙ୍ଗଳାର ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଜଣାପଡିବା ପରେ ରେଖାଙ୍କ ବଙ୍ଗଳାକୁ ମଧ୍ୟ ସିଲ୍ କରାଯାଇଥିଲା ।…

ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର

ଭୁବନେଶ୍ଵର :  ଲକଡାଉନରେ ସକ୍ରୀୟ ଚେନ୍ ସ୍ନାଚର। ବିଚ୍ ରାସ୍ତାରେ ଯୁବତାଙ୍କ ଠାରୁ  ଝାମ୍ପିନେଲେ ସୁନା ଚେନ୍। ଘଟଣା ଘଟିଛି ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ ସମ୍ମୁଖରେ ଯାହାର ଭିଡିଓ  ସିସିଟିଭିରେ କଏଦ ହୋଇଛି। ଗତ ୧୭ ତାରିଖରେ ଜଣେ ଯୁବତୀ ପାତ୍ରପଡା ଅଞ୍ଚଳରେ ଡିଏନ୍‌ ରେଗାଲିଆ…

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ…

ଏହି ଅଭିନେତ୍ରୀ କରୁଥିଲେ ସୁଶାନ୍ତଙ୍କ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ବ୍ୟବହାର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ଯାଏଁ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୁମ୍ବାଇ ପୋଲିସ ଲଗାତାର ଏନେଇ ତଦନ୍ତ ଜାରି ରଖିଛି। ତଥାପି କୌଣସି ସୁରାକ ହାତରେ ଲାଗିନାହିଁ। ଇତିମଧ୍ୟରେ କେସ୍‌ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର…

ନିରାଡ଼ମ୍ବର ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱରର : ଦିନ କେଇଟା ପରେ ସ୍ୱାଧୀନତା ଦିବସ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍‌ । କରୋନା ଭୟରେ ଏ ବର୍ଷ ରାଜ୍ୟସ୍ତରୀୟ ପରେଡ୍‌ ନିରାଡ଼ମ୍ବରରେ ପାଳନ ହେବ ବୋଲି ଜଣାପଡ଼ିଛି । ଏନେଇ କମିଶନରେଟ୍‌ ପୁଲିସ୍‌ ବରିଷ୍ଠ ଅଧୀକାରୀମାନେ ସଚିବାଳୟ ଯାଇ ଏ…

କରୋନାରେ ଆଖିବୁଜିଲେ ଆଉ ୫ ଆକ୍ରାନ୍ତ, ସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ବର : ଓଡିଶାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୭ହଜାର ୪୩୭କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା…

ଆଜି ୨୫ଟି ଜିଲ୍ଲାରୁ ୭୩୬ ଜଣ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ସାଂଘାତିକ ହେଲାଣି କରୋନା ସ୍ଥିତି ।ଦିନକୁ ଦିନ  ହାତରୁ ଖସୁଛି। ଆକ୍ରାନ୍ତ ସଂଖ୍ୟା ମଧ୍ୟ ସବୁଦିନ ଲମ୍ବଡିଆଁ ମାରୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

ଟାଟା ପାୱାର ହାତରେ ଛଟପଟ ବିଜୁଳି ଗ୍ରାହକ

ଭୁବନେଶ୍ୱର : ଟାଟା ପାୱାର ହାତକୁ ସେସୁର ବିଜୁଳି ବ୍ୟବସ୍ଥା ଯିବାପରେ ବିଜୁଳି ଗ୍ରାହକ ଅଧିକ ଛଟପଟ ହେଉଛନ୍ତି । ଘନ ଘନ ବିଜୁଳି କାଟ ସାଙ୍ଗକୁ କରେନା ମହାମାରୀ ସମୟରେ ବିଲ୍‍ ଆଦାୟର ସମୟସୀମା ହ୍ରାସ ଏବେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢାଇବାରେ ଲାଗିଛି । ଟାଟା ପାୱାର ହାତକୁ ସେସୁର…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ସୋର : ସୋର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ଗ୍ରାମରୁ ଶନିବାର ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଛି । ଗ୍ରାମର ବାସୁଦେବ ମହାପାତ୍ର ବିଲରେ କାମ କରୁଥିବା ବେଳେ ଏହି କଇଁଛକୁ ସେ ପାଇଥିଲେ । ଏହାର ରଙ୍ଗ ହଳଦିଆ ହୋଇଥିବା ବେଳେ କଇଁଛଟିର ଓଜନ ପ୍ରାୟ ୨ ଶହ ଗ୍ରାମ ହେବ । ଆଜି ଏହାକୁ…

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ। ଲକଡାଉନ ଜିଲ୍ଲା ଗୁଡିକରେ ମଧ୍ୟ ଜୁଲାଇ ୩୧ ଯାଏଁ କୋର୍ଟ ବନ୍ଦ ରହିବ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା,ଗଞ୍ଜାମ,କଟକ,ଯାଜପୁର। ଏହି ଜିଲ୍ଲା ଗୁଡିକରେ ଟ୍ରିବ୍ୟୁନାଲ ମଧ୍ୟ ବନ୍ଦ ରହିବ।  ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ବିଚାର ଥାଏ ତେବେ ତାହାକୁ…