Odia News Portal
Monthly Archives

July 2020

ବିନା ଫିଙ୍ଗର ପ୍ରିଣ୍ଟରେ ଯୋଗାଇ ଦିଆଯିବ ପିଡିଏସ ସାମଗ୍ରୀ

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରାସନ ସାମଗ୍ରୀ ନେବା ବେଳେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେବାକୁ ବାରଣ କରାଯାଇଛି । ପରବର୍ତ୍ତୀ ନିଦେ୍ର୍ଧଶ ଯାଏଁ ଫିଙ୍ଗର ପ୍ରିଣ୍ଟ ନନେବାକୁ କୁହାଯାଇଛି । ଏହି ପରୀପ୍ରେକ୍ଷୀରେ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନକୁ…

ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

ବାଙ୍କୀ() ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ  ଅଭାବନୀୟ ଘଟଣା ଘଟିଛି ।ଗ୍ୟାସ ଟାଙ୍କି ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ  ହୋଇଥିବି ସୂଚନା ମିଳିଛି । ବାଙ୍କୀ ଟାଉନରେ ଥିବା ଏକ ଆଇସକ୍ରିମ କାରଖାନାରେ କାମ କରୁଥିବାବେଳେ ହଠାତ ଏକ ଗ୍ୟାସ ଟାଙ୍କି…

ଘରୋଇ ହସ୍ପିଟାଲଗୁଡିକୁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଚେତାବନୀ

ଭୁବନେଶ୍ବର()  ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେପଟେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉନାହିଁ । ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ/…

ରାଜମହଲରେ ସିଲ ହେଲା ୪ ମେଡିସନ୍‌ ଦୋକାନ

ଭୁବନେଶ୍ବର() ରାଜମହଲ ଛକ ବାପୁଜୀ ନଗର ପାଶ୍ୱର୍ରେ ଥିବା ୪ଟି ମେଡିସନ୍‌ ଦୋକାନକୁ ବିଏମ୍‌ସି ସିଲ୍‌ କରିଛି । କୋଭିଡ୍‌ ନିୟମର ଉଲଂଘନ କରି ଦୋକାନଗୁଡ଼ିକ କିଣାବିକା କରୁଥିଲେ । ସାମାଜିକ ଦୂରତ୍ୱର ଧଜିଆ ଉଡ଼ାଉଥିଲେ । ବାପୁଜୀନଗରରେ ଥିବା ବାଲାଜୀ ମେଡିସିନ ଷ୍ଟୋର, ରବୀନ୍ଦ୍ର ମେଡିସିନ ଷ୍ଟୋର,…

ଆଉ ୩ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଓଡିଶାରେ ଆଜି ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ ବୃଦ୍ଧି ପାଇଛି। ଏଥିସହିତ ଓଡିଶାରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧୬ହଜାର ୭୦୧କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ବିଟ୍ ସୂଚନା…

ଆଉ ୫୯୧ କରୋନା ପଜିଟିଭ ଚିହ୍ନଟ, ୧୯୭ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୫୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୯୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ…

ରାଜସ୍ଥାନ କଂଗ୍ରେସ ଲଢେଇ ନିଆଁର ଧୂଆଁ ବାହାରୁଛି ଓଡିଶାରୁ

ଭୁବନେଶ୍ୱର : ରାଜସ୍ଥାନ କଂଗ୍ରେସରେ କ୍ଷମତାକୁ ନେଇ ପାଇଲଟ-ଗେହେଲଟ ଯୁଦ୍ଧର ଯେଉଁ ନିଆଁ ଜଳୁଛି ତାହାର ଧୂଆଁ ଏବେ ଓଡିଶାରେ ବାହାରିବାରେ ଲାଗିଛି । ରାଜସ୍ଥାନରେ କନ୍ଦଳକୁ ଏବେ ଓଡିଶା କଂଗ୍ରେସୀ ନେତାଙ୍କ ବୟାନବାଜି ଟପିଗଲାଣି । ଏହି ମଉକାରେ ନିରଞ୍ଜନ ହଟାଅ ଗୋଷ୍ଠି ଏବେ ଜିତେନ୍ଦ୍ରଙ୍କୁ ବି…

ଏହି ଥାନା ସିଲ୍‌ : ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

କୋରାପୁଟ : କୋରାପୁଟ ଟାଉନ ଥାନା ସିଲ୍‌ । ଥାନାରୁ ୪ ପୋଲିସ କର୍ମଚାରୀ ଓ ଫାଣ୍ଡିରୁ ୨ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ପରେ ସିଲ୍‌ କରାଯାଇଛି । ସମସ୍ତ କାର୍ଯ୍ୟ ସଦର ଥାନାରେ ଚାଲିବ । ସୁରକ୍ଷା ଓ ସତର୍କତା ଦୃଷ୍ଟିରୁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତଙ୍କୁ କୋଭିଡ…

୨୪ ଘଣ୍ଟାରେ କଶ୍ମୀର ଘାଟିରେ ୬ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀର ସୋପିୟାନ୍‌ରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ । କଶ୍ମୀର ଘାଟିରେ ଗତ ୨୪ ଘଣ୍ଟାରେ ଏହା ହେଉଛି ଦ୍ୱିତୀୟ ଗୁଳିବିନିମୟ । ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଘାଟିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ବି ଆଉ କିଛି ଆତଙ୍କବାଦୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅଯଥା ବ୍ୟସ୍ତତା ପ୍ରକାଶ କରି ବିଶେଷ ଛାନିଆ ହେବା ଠିକ୍‌ ହେବନି। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ କରିବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ସତ, କିନ୍ତୁ ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ…