Odia News Portal
Monthly Archives

July 2020

ସେବାୟତଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଦିଆଗଲା ହୋମିଓପାଥିକ

ପୁରୀ : ଶ୍ରୀମନ୍ଦିରର ସେବାୟତ ଓ ତାଙ୍କ ପରିବାରକୁ ଦ୍ବିତୀୟ ପର୍ଯ୍ୟାୟରେ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଛି । ମହାମାରୀ କରୋନା ସମୟରେ ସେବାୟତଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ଉଦ୍ଦେଶ୍ୟରେ ଏହି ହୋମିଓପାଥିକ ଔଷଧ ସେବାୟତଙ୍କୁ ପ୍ରଦାନ କରାଯାଇଛି । ୫ ହଜାରରୁ ଅଧିକ ସେବାୟତଙ୍କ…

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ଭଦ୍ରକ : ଅଗ୍ନିକାଣ୍ଡରେ ଜଳିଗଲା ଛଅ ବଖରା ଘର । ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରଳି ଗ୍ରାମ ପଞ୍ଚାୟତର ତୋରାବନ୍ତିଆ ଗ୍ରାମରେ । ସେହି ଗ୍ରାମର ବିନୋଦ ବିହାରୀ ସାହୁ, ପ୍ରଭାତ ସାହୁ, ରାଜେନ୍ଦ୍ର କୁମାର ସାହୁ, ସୁନାକର ସାହୁ, ପ୍ରଶାନ୍ତ ସାହୁ, ସୁଶାନ୍ତ…

ଜାତିସଂଘରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜାତିସଂଘ ଅଧିବେଶନକୁ ସମ୍ବୋଧନ କରିଛନ୍ତି ।  ପିଏମ୍ କହିଛନ୍ତି କି ଭାରତ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ତୁରନ୍ତ ପରେ ଜାତିସଂଘର ୫୦ ସଂସ୍ଥାପକ ସଦସ୍ୟ ମଧ୍ୟରୁ ଗୋଟିଏ ଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଆସିଛି । ଆଜି…

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ସୋନୁ

କରୋନା ମହାମାରୀ ଯୋଗୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଚାରିଆଡ଼େ ଭୟ ଓ ଚିନ୍ତାର ବାତାବରଣ ଦେଖିବାକୁ ମିଳିଛି। ଏହି ସଙ୍କଟ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ୍‌ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ କରୋନା ମହାମାରୀ ମଧ୍ୟରେ ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରେ…

ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ଵର : ଘରୋଇ ଡାକ୍ତରଖାନାର ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ସବୁ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗାଇଡ ଲାଇନ ମୁତାବକ । ୧ - ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାସ୍କ ପିନ୍ଧିବା…

‘କ୍ଲାସ ଅଫ୍‌ ୮୩’ର ଫାଷ୍ଟ ଲୁକ୍ ରିଲିଜ‌

ମୁମ୍ବାଇ : ଶାହରୁଖ୍‌ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଏବେ ଆଗାମୀ ସିନେମା ‘କ୍ଲାସ ଅଫ୍‌ ୮୩’ର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି । ଫାଷ୍ଟ ଲୁକ୍‌ ପୋଷ୍ଟରରେ ଅଭିନେତା ବବି ଦେଓଲଙ୍କୁ ଜଣେ ଆଇପିଏସ୍‌ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି ।…

ଆଜି ପୁଣି ୪୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଆଜି ଆଉ ୪୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ଖୋର୍ଦ୍ଧାରୁ ୨୮, ବଲାଙ୍ଗିରରୁ ୨୬, କେନ୍ଦୁଝରରୁ ୧୭, ବାଲେଶ୍ୱରରୁ ୧୫, ଜଗତସିଂହପୁର ଓ ମାଲକାନଗିରିରୁ…

ବିକିନି ପିନ୍ଧି ଖୋଲାରେ ଗାଧୋଇବା ନଜର ଆସିଲେ ସନ୍ନି

ମୁମ୍ୱାଇ : ପର୍ଣ୍ଣ ଷ୍ଟାରରୁ ବଲିଉଡ୍ ଷ୍ଟାର ସାଜିଥିବା ଅଭିନେତ୍ରୀ ସନ୍ନି ଲିଓନି ଇନଷ୍ଟାଗ୍ରାମରେ ଏକ ହଟ୍‌ ଫଟୋ ସେୟାର କରି ଇଣ୍ଟରନେଟ୍‌ରେ ନିଆଁ ଲଗେଇ ଦେଇଛନ୍ତି। ନୂଆ ଫଟୋରେ ସନ୍ନି ବିକିନି ପିନ୍ଧି ପାଣିରେ ଭିଜିବାର ନଜର ଆସୁଛନ୍ତି ।  ସନ୍ନି  ଲିଓନି ଏହି ଫଟୋରେ ଖୋଲାରେ ସାୱର ନେବାର…

ଏହି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ରାଞ୍ଚି : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବାକୁ ଧମକ। ହେମନ୍ତଙ୍କୁ ୨ଟି ମେଲ ଜରିଆରେ ତାଙ୍କୁ ମାରିଦେବାକୁ ଧମକ ମିଳିଛି। ସିଆଇଡି ନିକଟରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛି। ତେବେ ଏହି ମାମଲାରେ କୌଣସି ଅଧିକାରୀ କିଛି ବି ସୂଚନା ଦେଇନାହାନ୍ତି,…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ରଣହୁଙ୍କାର। କେହି ବି ବିଶ୍ୱର ଶକ୍ତି ଆମକୁ ନାଲି ଆଖି ଦେଖାଇବା ସହ ଆମର ଇଞ୍ଚେ ବି ଜାଗା ନେଇପାରିବ ନାହିଁ । ଭାରତ କେବେ କାହାକୁ ଆକ୍ରମଣ କରିନି କି କେଉଁ ଦେଶର ଜମିକୁ କବଜା କରିନାହିଁ । ଚୀନ୍‌ ସହ ଜାରି ସୀମା ବିବାଦ ମଧ୍ୟରେ …