Odia News Portal
Monthly Archives

July 2020

ସାମ୍ବାଦିକଙ୍କୁ ବିଧାନସଭା ମନା

ଭୁବନେଶ୍ୱର() ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ ।…

ମୁଖ୍ୟମନ୍ତ୍ରୀଙ୍କ ପୁଅ ସହ ବିବାହ ପରେ କାରିୟର ଛାଡିଲେ ଏହି ଅଭିନେତ୍ରୀ

ବିବାହ ପରେ ଜେନେଲିଆ ଡିସୁଜା ତାଙ୍କର ଆକଟିଂ କାରିୟରକୁ ଛାଡିଦେଇଛନ୍ତି । ଆପଣ ମଧ୍ୟ ଜାଣିଥିବେ ରିତେଶଙ୍କ ପିତା ବିଲାସରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ରିତେଶ ଓ ଜେନେଲିଆଙ୍କର ବିବାହ ୨୦୧୨ ରେ ହୋଇଥିଲା । ଏହା ପରେ ସେ ଫିଲ୍ମରେ କାମ କରିବା ଛାଡିଦେଲେ ।…

ଗାନ୍ଧି ପରିବାର ଉପରକୁ ସିଧାସଳଖ ଦୋଷ ଦେବା ଦୁଭାର୍ଗ୍ୟଜନକ

ଭୁବନେଶ୍ୱର() ରାଜସ୍ଥାନ ସଙ୍କଟ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଏକ ଟିଭି ଚ୍ୟାନେଲ ବିତର୍କରେ ପ୍ରଦୀପ ହାଇକମାଣ୍ଡକୁ ଦୋଷାରୋପ କରିବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଛି । ଗୋଟିଏ…

୨୪ ଘଣ୍ଟାରେ ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ମାମଲା ଅଧିକ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମସ୍ତ ରେକର୍ଡ ଭାଙ୍ଗି ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୬୦୬ ଜଣ ଲୋକଙ୍କର ପ୍ରାଣ ନେଇଛି କରୋନା ମହାମାରୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ଅପଡେଟ…

ଓଡ଼ିଶାର କୌଣସି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜରେ କୋଭିଡ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ସ୍ୱଳ୍ପ କେତେକ…

ପୁଣି ଅଲୋଡା ଶିଶୁକନ୍ୟା

ଖୋର୍ଦ୍ଧା : ପୁଣି ଅଲୋଡା ଶିଶୁକନ୍ୟା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଏକତାଳ ପୋଖରୀ ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ବିଲକୁ କାମ କରିବା ପାଇଁ ଯାଉଥିବାବେଳେ ଶିଶୁକନ୍ୟାଟିକୁ ଦେଖିଥିଲେ । ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ…

ଆଉ ୨ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ । ଦୁଇ ଜଣ ପୁରୁଷ ହୋଇଥିବା…

ଆଜି ୪୯୪ ଜଣ ପଜିଟିଭ୍ ଚିହ୍ନଟ, ୧୭୨ ଲୋକାଲ କେସ, ଜାଣନ୍ତୁ ସମ୍ପର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ପୁଣି ୪୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

ଦୁଇ ପଟୁ ଆୟ : କାହାକୁ ନାହିଁ ପରବାୟ

ଭୁବନେଶ୍ୱର : ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ପୁଲିସ୍‍ ବିଭାଗର ବଡ ବାବୁମାନେ ଯେତେ ପରାମର୍ଶ ଦେଲେ ବି ତାହାକୁ ଥାନା ସ୍ତରରେ ଅନେକ ମାନୁ ନାହାନ୍ତି । ବରଂ ଦୁଇ ପଟୁ ଆୟ- କାହାକୁ ନାହିଁ ପରବାୟ ନୀତିରେ କାର୍ଯ୍ୟ କରୁଥିବା ନେଇ ଆଲୋଚନା ହେଉଛି । ଏଭଳି ଆଲୋଚନା ପୁଣି ଆଉ କେଉଁଠି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଧନ ସ୍ଥାନରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥ ପାଇବେ ଏବଂ ବନ୍ଧୁଗହଣରେ ସୁସ୍ବାଦୁଭୋଜ ମିଳିବ। କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ,ସହକର୍ମୀ,ପରିବାର ଓ କର୍ମକ୍ଷେତ୍ର ପ୍ରତି ଅନୁକୂଳ ଫଳ ମିଳିବ ନାହିଁ। ପ୍ରାଥମିକ ସ୍ତରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ଓ…