Odia News Portal
Monthly Archives

July 2020

ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ବର : ଘରୋଇ ଲ୍ୟାବରେ ହୋଇପାରିବ ଆଣ୍ଟିଜେନ୍‌ ଟେଷ୍ଟ । ଓଡ଼ିଶା ସରକାର କରୋନା ଆଣ୍ଟିଜେନ ପରୀକ୍ଷା ଲାଗି ଘରୋଇ ଲାବରେଟୋରୀଗୁଡ଼ିକୁ ଅନୁମତି ଦେଇଛନ୍ତି । ୪୫୦ ଟଙ୍କାରେ ରାଜ୍ୟରେ ଉପଲବ୍ଧ ହେବ ଆଣ୍ଟିଜେନ୍‌ ଟେଷ୍ଟ । ICMR ନିୟମାନୁସାରେ ହେବ ଟେଷ୍ଟ । ଟେଷ୍ଟର ମୂଲ୍ୟ ୪୫୦ ଟଙ୍କା ସହ GST…

କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ଯୁବ ବିଜେଡି

ନୀଳଗିରି : କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ନୀଳଗିରିରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ନୀଳଗିରିର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ କରୋନା ଯୋଦ୍ଧ ଭାବେ ସମ୍ମାନିତ କରାଯାଇଛି । ଆଜି ସେହି…

ଷଷ୍ଠ ଘେରା ଗୋଷ୍ଠୀ ରୋଗ ନିରୀକ୍ଷଣ କୋଭିଡ୍ ୧୯କୁ ଦୂରେଇ ରଖିବାର ପ୍ରୟାସ

ଭୁବନେଶ୍ୱର : ଗତକାଲି ଠାରୁ ଆରମ୍ଭ ହୋଇଛି ଷଷ୍ଠ ଘେରା ଗୋଷ୍ଠୀ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ । ମୁଖ୍ୟତଃ ଭୁବନେଶ୍ୱର ମହାନଗର ନିଗମର ସମସ୍ତ ବସ୍ତି ଅଂଚଳରେ କକରାଯାଉଥିବା ଏହି କର୍ଯ୍ୟକ୍ରମକୁ ବାରଂବାର କରାଇ ଏହାର ସଫଳତା ସ୍ପରୁପ ବସବାସ କରୁଥିବା ନାଗଗରିକମାନଙ୍କ ମଧ୍ୟରେ ସବୁବେଳେ ସଚେତନତା…

ବୁଗୁଡ଼ାରେ ଜିଲ୍ଲାପାଳଙ୍କ କରୋନା ସମୀକ୍ଷା

ବୁଗୁଡା : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ କୋଭିଡ ସ୍ପେଶାଲ ଏଡିଏମ ବିଶାଳ ସିଂ ବୁଗୁଡା ଗସ୍ତେରେ ବୁଧବାର ଆସି ବୁଗୁଡା ବ୍ଲକ ଓ ବୁଗୁଡା ଏନଏସି ର କୋଭିଡ ସଂକ୍ରମଣ ବିଷୟରେ ସମୀକ୍ଷା କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି…

ଏହି ତାରିଖରେ ରିଲିଜ ହେବ ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ : ବିଦ୍ୟା ବାଲାନଙ୍କ ଅଭିନିତ ଫିଲ୍ମ 'ଶକୁନ୍ତଳା ଦେବୀ'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ବିଦ୍ୟାଙ୍କୁ ଅନେକ ରୂପରେ ଦେଖିବାକୁ ମିଳୁଛି | ଏହି ଚଳଚ୍ଚିତ୍ରରେ ଶକୁନ୍ତଳା ଦେବୀଙ୍କର ଏକ ଛୋଟ ଝିଅଠାରୁ ଜଣେ ମା ପର୍ଯ୍ୟନ୍ତ ସବୁ ସ୍ତରରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ |…

ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା

ଖୋର୍ଦ୍ଧା : ଡ୍ୟୁଟିରେ ଥିବା ବେଳେ ଟଳିପଡ଼ିଲେ କରୋନା ଯୋଦ୍ଧା। ଆଜି ଏପରି ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡ଼ି ନାହିଁ। ଆଶା କର୍ମୀ ପୂର୍ଣ୍ଣମାସୀ ବଳିଆରସିଂହ ଆଜି ଓରବରସିଂ ପଞ୍ଚାୟତ ଡିହଖଳା ଗାଁରେ ଔଷଧ…

ଏକତା ହିଁ ବଳ : ନିଜ ପାଇଁ ନିଜେ ବ୍ରିଜ ତିଆରି କଲେ ଗାଁ ଲୋକେ

ରାଇରଙ୍ଗପୁର : ସରକାର ଖଣି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜି ବି ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରାଜ୍ୟକୁ ମୋଟା ଅଙ୍କର ରାଜସ୍ୱ ଦେଉଥିବା ଅଞ୍ଚଳ । ବାରମ୍ବାର ପ୍ରଶାସନକୁ ଗୁହାରୀ କରି ବିଫଳ ହେବାପରେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ…

ସ୍ତ୍ରୀ ପେଟରେ ଦା ପୂରାଇ ଦେଲା ନୃଶଂସ ସ୍ୱାମୀ

ଭୁବନେଶ୍ୱର : ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ତମାଣ୍ଡୋ ଥାନା ଅନ୍ତର୍ଗତ ନାରଗୋଦା ଗ୍ରାମରେ ଆଜି ଘଟିଛି ଅଭାବନୀୟ କାଣ୍ଡ । ସ୍ତ୍ରୀ’ ପେଟରେ ସ୍ୱାମୀ ଧାରୁଆ ଦା’ ପୂରାଇ ଦେବା ଫଳରେ ତାଙ୍କ ଅନ୍ତବୁଜୁଳା ପଦାକୁ ବାହାରି ପଡ଼ିଛି । ଗୁରୁତର ଅବସ୍ଥାରେ ସ୍ତ୍ରୀ’ଙ୍କୁ ପ୍ରଥମେ କ୍ୟାପିଟାଲ…

ବାପା ହେଲେ ଚେନ୍ନାଇ ସୁପର କିଙ୍ଗସର ଏହି ବ୍ୟାଟ୍ସମ୍ୟାନ

ହାଇଦ୍ରାବାଦ : ଚେନ୍ନାଇ ସୁପର କିଙ୍ଗସ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଗତ ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ତାଙ୍କ ପତ୍ନୀ ଚେନ୍ନୁପାଲି । ଏ ଖବର ରାୟୁଡୁ ସୋସିଆଲ ମିଡିଆରେ ନିଜ ପ୍ରଶଂସକମାନଙ୍କୁ ସେୟାର କରିଛନ୍ତି । ଉଭୟ ମା’ ଓ…

ଆଜି ରେକର୍ଡ଼ ସଂଖ୍ୟକ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୭୦, ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଗଜପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ାରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦,…