Odia News Portal
Monthly Archives

July 2020

ଆଉ ୩ ମୁଣ୍ଡ ନେଲା କରୋନା , ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି । ୩ଜଣ ମୃତକ ମଧ୍ୟରେ ଦୁଇ ଜଣ ଗଞ୍ଜାମର ଓ ଜଣେ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ଗଞ୍ଜାମର ୬୫ ଓ ୮୬ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେହିପରି ଭୁବନେଶ୍ୱରରେ ଜଣେ ୭୨ବର୍ଷୀୟ ବୃଦ୍ଧଙ୍କ…

ଆଜି ୬୧୮ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୭ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୬୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୭ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୮୯୮ ରେ ପହଞ୍ଚିଛି ।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ରାଜନୀତିକୁ ଉଚ୍ଚଶିକ୍ଷିତ ଛାତ୍ରଙ୍କ ବଦଳରେ ଆସିପାରନ୍ତି ଗାଁ ଟାଉଟର

ଭୁବନେଶ୍ୱର : ଆଗାମୀ ଦିନରେ ଶିକ୍ଷାନୁଷ୍ଠାନରୁ ଆଉ ଯୁବ ନେତା ବାହାରିବେନି । ଗାଁ ଗହଳର ଟାଉଟରମାନେ ନୂଆ ନେତାଭାବେ ରାଜନୀତିକୁ ଆସିବେ । ଏମାନଙ୍କ ହାତରେ ରାଜ୍ୟର ଭବିଷ୍ୟତ ରହିବ ବୋଲି ମତ ଦେଉଛନ୍ତି ରାଜ୍ୟର ଅନେକ ବରିଷ୍ଠ ନେତା ଓ ରାଜନୈତିକ ବିଶ୍ଲେଷକ । କରୋନା ମହାମାରୀ ଯୋଗୁଁ ରାଜ୍ୟର…

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ

ଭୁବନେଶ୍ୱରର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପୀ । ଭୁବନେଶ୍ୱରର କିମ୍‌ସ, ସମ୍‌ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । କଟକ ଏସ୍‌ସିବି ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବେ କାମ କରିବ । ଆଜି ଅପରାହ୍‌ଣରେ ମୁଖ୍ୟମନ୍ତ୍ରୀ ଭିଡିଓ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କୃତ୍ତିକା ନକ୍ଷତ୍ରର ଅତି ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ହେବେ। ଅବଶ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ। ବୃଷ ଆର୍ଥିକ…

କଳାହାଣ୍ଡିରେ ବବିଙ୍କ ମାନସ ମନ୍ଥନ

କଳାହାଣ୍ଡି : କଳାହାଣ୍ଡିରେ ବିଜେଡ଼ି ସାଙ୍ଗଠନିକ ସ୍ଥିତି ନେଇ ମାନସ ମନ୍ଥନ । ଜିଲ୍ଲାର ବରିଷ୍ଠ ନେତା, ମନ୍ତ୍ରୀ ଓ ସାଂସଦଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସଂଗଠନ ସମ୍ପାଦକ ଦାୟିତ୍ୱ ନେବାପରେ ଦଳୀୟ କାର୍ଯ୍ୟକ୍ରମ ସାଙ୍ଗକୁ ଭବିଷ୍ୟତରେ…

କରୋନା ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ

ଆଳି : ମହାମାରୀ ‘କରୋନା’ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଜୀବନ ନେଉଛି ‘କରୋନା’। ଏପରି ସମୟରେ ମହାମାରୀ ବିରୋଧରେ ଲଢେଇ କରୁଥିବା ‘କରୋନା’ ଯୋଦ୍ଧାଙ୍କୁ ବନ୍ଧୁକ ଦେଖାଇ ଧମକ ଦିଆଯାଉଛି। ଆଜି ଏମିତି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରୁ ଆସିଛି। ‘କରୋନା’…

ସଂଜୟ ଦାସବର୍ମାଙ୍କ ରାୟଗଡା ଗସ୍ତ

ରାୟଗଡ଼ା : ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ରାୟଗଡ ଜିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ଉର ଆଲୋଚନା କରିଥିଲେ ।ମାନ୍ୟବର ଉପାଧ୍ୟକ୍ଷଙ୍କ ସହିତ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ,ସଂଖ୍ୟା ଲଘୁ ଓ ପଛୁଆ ଵର୍ଗ କଲ୍ୟାଣ ବିଭାଗ ଜଗନ୍ନାଥ…

କରୋନାରେ ୩୮ ବର୍ଷୀୟା ଡେପୁଟି ମାଜିଷ୍ଟ୍ରେଟ୍‌ଙ୍କର ମୃତ୍ୟୁ

କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣରେ ୩୮ ବର୍ଷୀୟା ଡେପୁଟି ମାଜିଷ୍ଟ୍ରେଟ୍‌ଙ୍କର ମୃତ୍ୟୁ ହୋଇଛି । ଚନ୍ଦନନଗରରେ କାର୍ଯ୍ୟ କରୁଥିବା ଡେଦବତ୍ତା ରାୟଙ୍କ କୋରାନ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି । ତାଙ୍କର ୪ ବର୍ଷର ଛୋଟ ପୁଅ ରହିଛି । ସେ ହୁଗୁଳି ଜିଲ୍ଲାର ଚନ୍ଦନ ନଗରରେ ଡେପୁଟି…

ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ ଓଡ଼ିଆ ଅଭିନେତା

ଭୁବନେଶ୍ୱର : ବଲିଉଡ୍‌ରେ ପାଦ ଦେଲେ ପୁଣି ଆଉ ଜଣେ  ଓଡ଼ିଆ ଅଭିନେତା। ପ୍ରସିଦ୍ଧ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏହି ସୁଯୋଗ ଦେଇଛନ୍ତି। ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍‌ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ମୁଖ୍ୟ ଚରିତ୍ରରେ  ସୁଯୋଗ ଦେଇଥିବା…