Odia News Portal
Monthly Archives

July 2020

କନେଷ୍ଟବଳ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ

ନୀଳଗିରି : କନଷ୍ଟେବଳ ସ୍ୱାମୀ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଘଟିଛି ଏହି ଘଟଣା ।  କନଷ୍ଟେବଳ ଆଜି ରେମୁଣା ବଡ଼ପାଳ ଅଞ୍ଚଳରେ ଦ୍ଵିତୀୟ ବିବାହ କରିବା ଅଭିଯୋଗ ଆଣିଲେ ସ୍ତ୍ରୀ। କନେଷ୍ଟବଳ ସ୍ୱାମୀ ସଞ୍ଜୟ ସିଂଙ୍କ ଘର ଭଉଁରିଆବାଡ଼ ପଂଚାୟତ ବିଟୁସାହି…

ପୁଣି ଖଟିଆରେ ବୁହା ହେଲେ ରୋଗୀ

ଚାନ୍ଦବାଲି : ପୁଣି ଥରେ ପଦାରେ ପଡିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବିକାଶର ଚିତ୍ର । ଗତ ୧୦ତାରିଖରେ ଗାଁକୁ ଆମ୍ବୁଲାନ୍ସ ନଯିବାରୁ ଖଟିଆରେ ରୋଗୀ ବୁହା ହେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଜି ପୁଣି ସେହିଭଳି ଜଣେ କ୍ୟାନସର ରୋଗୀକୁ ଗାଁରୁ ଖଟିଆରେ ବୋହି ବୋହି ଅଣାଯାଉଥିବାର ଦୃଶ୍ୟ…

ଆସନ୍ତୁ ଜାଣିବା କେମିତି ସ୍ୱଚ୍ଛ ରଖିବା ନିଜ ମାସ୍କ

କରୋନା ମହାମାରୀର ଏଭଳି କଠିନ ପରିସ୍ଥିତିରେ ଘରୁ ବାହାରକୁ ପାଦ କାଢିଲେ ମୁହଁରେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ମାସ୍କ ଏବେ ସମସ୍ତଙ୍କ ଜୀବନର ଏକ ଅଙ୍ଗ ପାଲଟିଛି । ତେବେ ବାହାରକୁ ଗଲେ ମାସ୍କ ଧୂଳି ମଳି ଓ ଝାଳ ହେବା ସହିତ ସେଥିରେ ଭୂତାଣୁ ରହିବାର ସମ୍ଭାବନା ମଧ୍ୟ ଅଧିକ…

ପୁଣି ମହାନତା ଦେଖାଇଲେ ସୋନୁ ସୁଦ

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତା ସୋନୁ ସୁଦ। ଏବେ ସୋନୁ ଏଥିରେ ଆଉ ଦୁଇ ପାଦ ଆଗକୁ ଯାଇ ୪ ଶହ ଶ୍ରମିକ ପରିବାରକୁ ଆର୍ଥିକ ସହାୟତା ପାଇଁ ଅଣ୍ଟା ଭିଡିଛନ୍ତି। ଲକଡାଉନ ସମୟରେ ଅନେକ ଶ୍ରମିକ ଚାଲି ଚାଲି ଘରକୁ…

ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼

ଭୁବନେଶ୍ଵର : ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼ । ତାହା ପୁଣି ବିଚ ରାସ୍ତାରେ । ନୟାପଲି ଇସ୍କନ ମନ୍ଦିର ପାଖରେ ଗାଡି ସାଇଡ଼ ନଦେବାରୁ ଘଟିଛି ଏଭଳି ବର୍ବର କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଇସ୍କନ ମନ୍ଦିର ପାଖରେ ଗାଡି ପାର୍କିଙ୍ଗକୁ ନେଇ ଏକ ବିଏମଡବ୍ଲୁ କାର ଭିତରୁ ୩ ଜଣ ଯୁବକ…

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର…

ରାଜ୍ୟରେ ଆଜି ସର୍ବାଧିକ ୬୦୯ କରୋନା ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଗଞ୍ଜାମରୁ ସର୍ବାଧିକ ୨୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ଵରରୁ ୨୫,…

୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୪ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ।…

ଭୁବନେଶ୍ୱରରୁ ଆଉ ୫୧ କରୋନା ପଜିଟିଭ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ…

ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର() କରୋନାରେ ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି । ଏହାରି ଭିତରେ…