ଏହି ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା କରୋନା
ମୁମ୍ବାଇ : ମାୟାନାଗରୀ ମୁମ୍ବାଇରେ ସାଂଘାତିକ ରୂପ ନେଲାଣି କରୋନା। ଅମିତାଭ ବଚ୍ଚନ ଓ ତାଙ୍କ ପରିବାର, ଅନୁପମ ଖେର ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତିି । ଠିକ ତା ପରେ ପରେ କରୋନା ଯାଇ ଅଭିନେତ୍ରୀ ସାରା ଖାନଙ୍କ ଘରେ ପହଞ୍ଚିଛି । ସାରା କରିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ…