Odia News Portal
Monthly Archives

July 2020

ଧନୀ ଲୋକଙ୍କୁ ହିଁ ଟିକେଟ ଦିଆଯିବ

ଭୁବନେଶ୍ୱର()  ଧନ ନଥିଲେ ଏଥର ଉପନିର୍ବାଚନରେ ଟିକେଟ ଦିଆଯିବନି । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ତିର୍ତ୍ତୋଲ ଉପନିର୍ବାଚନ ନେଇ ଶ୍ରୀ ରାଉତରାୟ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ତୃଣମୂଳସ୍ତରରୁ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ…

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର()  କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । cbseresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ । ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରକାଶଯେ, ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଭିତରେ ସିବିଏସଇର…

ବଡ଼ ଖବର, ଆତ୍ମହତ୍ୟା କଲେ ବିଜେପି ବିଧାୟକ

କୋଲକାତା() ଆତ୍ମହତ୍ୟା କଲେ ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ । ତାଙ୍କ ଘର ପଛପଟରୁ ତାଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଗତବର୍ଷ ସିପିଏମ ଦଳରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିଲେ । ଦେବେନ୍ଦ୍ର ଉତ୍ତରଦିନାଜପୁରର ସଂଗ୍ରକ୍ଷୀତ ଆସନରୁ ଭାଜପା…

ପ୍ରବାସୀ ଓଡ଼ିଆଙ୍କ ଦେବଦୂତ ଦୀପ୍ତିରଞ୍ଜନ

ଭୁବନେଶ୍ଵର : ସେ ସ୍ୱପ୍ନ ଦେଖନ୍ତି । ସ୍ୱପ୍ନ ଦେଖିବାକୁ ଖୁବ ଭଲ ବି ପାଆନ୍ତି । ନିଦ୍ରାରେ ନୁହେଁ ଆଖି ଖୋଲି ସେ ସ୍ୱପ୍ନ ଦେଖନ୍ତି ଆଉ ସେହି ସ୍ୱପ୍ନ ତାଙ୍କୁ ଶୋଇବାକୁ ଦିଏ ନାହିଁ ଯେପର୍ଯ୍ୟନ୍ତ ତାହା ସାକାର ନହୋଇଛି । ସେଇଥିପାଇଁ ତ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର…

କରୋନାରେ ଆଉ ୬ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ତଥ୍ୟ…

ଭୁବନେଶ୍ବର()  ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦ କୁ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲାରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବର…

ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ, ୨୦୧ ଲୋକାଲ କେସ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ …

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬…

କରୋନା ମହାମାରୀ ସମୟରେ ଆର୍ନ୍ତଜାତୀୟ ସଂଗଠନ ଗୁଡିକ ନିରବ

ଭୁବନେଶ୍ୱର : କରୋନା ମହାମାରୀରେ ଏବେ ରାଜ୍ୟରେ ଲଗାତାର ଭାବେ ମୁଣ୍ଡ ଗଡୁଛି । ସ୍ଥିତି ବି ସଙ୍ଗୀନ ହେଉଛି । ହେଲେ ଏଭଳି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆର୍ନ୍ତଜାତୀୟ ସଂସ୍ଥା ଗୁଡିକର ନିରବତା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଛି । ସ୍ୱାସ୍ଥ୍ୟସେବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ…

ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ପୁରୀ : ପୁରୀରେ ଶସ୍ତା ମାଲ ପରିବହନର ମାଧ୍ୟମ ରହିଛି ଠେଲାବାଲା । ଠେଲାରେ କିଏ ଦୋକାନ ଦେଉଛି ତ ଅନ୍ୟ କିଏ ଠେଲାକୁ ମାଲ ପରିବହନରେ ନିୟୋଜିତ କରୁଛି । ବସଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରୁ ଏବେ ମାଲ ଓହ୍ଲାଉନି । ସେହିଭଳି ବଜାର ବେପାରୀଙ୍କ ମୁଖ୍ୟ ଭରସା ଠେଲାଗାଡି ରହିଛି । ଦୋକାନ ବିଜାରକୁ…

ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କଲା ୱେଷ୍ଟ ଇଣ୍ଡିଜ୍‌

ସାଉଥମ୍ପଟନ : ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି ୱେଷ୍ଟ ଇଣ୍ଡିଜ୍‌ । ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଛି । ଯୁବ ବ୍ୟାଟ୍ସମ୍ୟାନ୍‌ ଜେର୍ମିନ ବ୍ଲାକଉଡ୍‌ଙ୍କ ଲଢୁଆ ୯୫ ରନ୍‌ ବଳରେ ଭ୍ରମଣକାରୀ ଇଣ୍ଡିଜ୍‌ ଦଳର ବିଜୟ…

ଆଜିଠାରୁ କାଚିବ ବର୍ଷା

ଆଜିଠାରୁ କାଚିବ ବର୍ଷା। ୯ ଜିଲ୍ଲାର ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…