Odia News Portal
Monthly Archives

July 2020

ମୟୁରଭଞ୍ଜ ରାଜମାତାଙ୍କ ପରଲୋକ

ମୟୁରଭଞ୍ଜ : ମୟୁରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ବେଲଗଡିଆ ରାଜପ୍ରାସାଦରେ ଦେହାନ୍ତ। ସୂଚନା ମୁତାବକ ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ନେପାଳ ନରେଶ ତ୍ରିଭୁବନଙ୍କ କନ୍ୟା ଓ ମୟୁରଭଞ୍ଜ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓଙ୍କ ପୁତ୍ରବଧୁ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବ୍ୟୟଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

କୋଭିଡ଼ କେୟାର ସେଣ୍ଟର ଅଗ୍ରଗତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମଣ ଜନିତ କ୍ରମବର୍ଦ୍ଧିଷ୍ଣୁ ପଜିଟିଭି ହାରକୁ ଭିତ୍ତିକରି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁସଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଅଛି । ସଂକ୍ରମିତଙ୍କୁ ଆବଶ୍ୟକୀୟ ଚିକିତ୍ସା ନିମିତ୍ତ ଦରକାର ପଡୁଥିବା ଶଯ୍ୟା ସଂଖ୍ୟା ଓ ଚିକିତ୍ସା ସମ୍ୱନ୍ଧୀୟ…

ଆଜି ଏହି ଚୁଲବୁଲି ଅଭିନେତ୍ରୀଙ୍କ ଜନ୍ମଦିନ

ଭୁବନେଶ୍ୱର : କେହି କେହି ତାଙ୍କୁ ଓଲିଉଡ୍‌ର ଆମିର ଖାନ୍‌ କହୁଛନ୍ତି ତ ଆଉ କେହି ତାଙ୍କୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ତୁଳନା କରୁଛନ୍ତି। ଆମେ ଏଠି କହୁଛୁ ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ଶିବାନୀଙ୍କ ବିଷୟରେ। ଆଜି ତାଙ୍କର ଜନ୍ମଦିନ। ଓଲିଉଡର ସେଲେବ୍ରିଟି ତଥା ଫ୍ୟାନ୍ସ ଶିବାନୀଙ୍କୁ…

ଶତାବ୍ଦୀର ପ୍ରଥମ ଧୂମକେତୁ

ଶତାବ୍ଦୀର ପ୍ରଥମ ଧୂମକେତୁ । ପ୍ରାୟ ୨୩ ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ହେବ ଦୃଶ୍ୟମାନ । ଆଜିଠୁ ୩୦ ତାରିଖ ମଧ୍ୟରେ ସୂର୍ଯ୍ୟାସ୍ତ ପରେ ଅଧଘଣ୍ଟାରୁ ଏକ ଘଣ୍ଟା ଖାଲି ଆଖିରେ ଦେଖାଯିବ ଶତାବ୍ଦୀର ପ୍ରଥମ ଧୂମକେତୁ। ଗତ ମାର୍ଚ୍ଚ ମାସ ୨୭ ତାରିଖରେ ସୂର୍ଯ୍ୟଠାରୁ ପ୍ରାୟ…

ଲକଡାଉନ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ଵର : ଲକଡାଉନ୍‌ରେ ଚୋରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଝାରପଡା ଅଞ୍ଚଳରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ପାଖରୁ ୭ଟି ବାଇକ୍‌ ଜବତ କରିଛି । ଗ୍ୟାଙ୍ଗର ୩ଜଣ ଗିରଫ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଫେରାର୍‌ ହୋଇଛି ।…

ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ

ମୁମ୍ବାଇ : ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ଥିବା ମହାରାଷ୍ଟ୍ରରେ ଥମିବାର ନାଁ ଧରୁନାହିୁଁ କୋଭିଡ୧୯ ପ୍ରକୋପ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା ଦ୍ୱାରା ହୋଇଛନ୍ତି କବଳିତ । ହେଲେ ଏବେ ଏହି ଭାଇରସକୁ ନେଇ ଆସିଛି…

ଟିଭିର ପ୍ରସିଦ୍ଧ ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ

ଟିଭିର ପ୍ରସିଦ୍ଧ ଅଭିନେତା ପାର୍ଥ ସମଥାନ କରୋନା ପଜିଟିଭ ବୋଲି ଜଣାପଡିଛନ୍ତି। କରୋନା ଭାଇରସ କାରଣରୁ ନ୍ୟାସନାଲ ଲକଡାଉନ୍ ପରେ ମୁମ୍ବାଇରେ ଧିରେ ଧିରେ ଅନଲକ୍ କରାଯାଇଛି। କିଛି ସମୟ ପୂର୍ବରୁ ତାଙ୍କର ଶୋ’ ‘କସୌଟୀ ଜିନ୍ଦେଗୀ କି’ର ସୁଟିଂ ଆରମ୍ଭ ହୋଇଥିଲା। ଏହି ସୁଟିଂ କ୍ଲିକ୍ ନିକ୍ସନରେ…

ପୁଣି ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର : ରାଜ୍ୟରେ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ ଆଜି ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୧୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୭୧, ମୟୁରଭଞ୍ଜରୁ ୩୮,…

ଭୁବନେଶ୍ୱରରେ ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ୬୪ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୬ ଓ ସ୍ଥାନୀୟ ଅଞ୍ଚଳରୁ ୨୮ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀ…