ହିଂସା ଛାଡ଼ି ଆତ୍ମସମର୍ପଣ କଲେ ନକ୍ସଲ ଦମ୍ପତ୍ତି
ମାଲକାନଗିରି : ଆଜି ମାଲକାନଗିରି ଏସ.ପି.ଙ୍କ ପାଖରେ ଦୁଇ ଜଣ ହାର୍ଡ କୋର ମାଓବାଦୀ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି । ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏହି ନକ୍ସଲ ଦମ୍ପତ୍ତି । ଉଭୟେ ପରସ୍ପରକୁ ଭଲ ପାଉଥିଲେ ।
ଆତ୍ମ…