ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ
କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ସେଲିବ୍ରିଟିମାନଙ୍କ ଘର ମଧ୍ୟ ଏହି ଭାଇରସ କବଳରୁ ରକ୍ଷା ପାଇପାରି ନାହିଁ। କରଣ ଜୋହର, ବୋନି କପୁର ଏବଂ ଆମୀର ଖାନଙ୍କ ଷ୍ଟାଫ କରୋନା ପଜିଟିଭ୍ ବାହାରିବା ପରେ ବର୍ତ୍ତମାନ ଅଭିନେତ୍ରୀ ରେଖାଙ୍କ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା…