Odia News Portal
Monthly Archives

July 2020

୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ବର : ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ହଠାତ୍‌ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଭୁଲ୍‌ ବୁଝାମଣାଜନିତ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ସମସ୍ୟା…

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟ୍ ରେ  ବନ ମହୋତ୍ସବ ଉତ୍ସବ ପାଳିତ

ଭୁବନେଶ୍ବର : ସଂପ୍ରତି ଆଜି ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ  ଡିଏଭି୍ ସ୍କୁଲ୍ ପୋଖରୀପୁଟ୍ ରେ ବନ ମହୋତ୍ସବ ଉତ୍ସବ ସ୍କୁଲର ଅଧ୍ୟକ୍ଷା  ମାଡାମ୍ ସୁଜାତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଇକୋକ୍ଲବ ,ଏନ୍ ସି ସି ଓ ସ୍କାଉଟ୍-ଗାଇଡ୍ ବିଭାଗ ତରଫରୁ  ଶିକ୍ଷୟିତ୍ରୀ ନୀନା ତ୍ରିପାଠୀ ଓ…

ସ୍ବାବ୍ ସଂଗ୍ରହକାରୀ ଭ୍ୟାନ୍ ଉଦଘାଟନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୋବାଇଲ୍ ସ୍ବାବ୍ ସଂଗ୍ରହ ଭ୍ୟାନଟିର ଉଦ୍ଘାଟନ କରିଛନ୍ତି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ସ୍ବାବ୍ ସଂଗ୍ରହ ଭ୍ୟାନ୍…

ଦେଶରେ ୮ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ବଢ଼ିବାରେ ଲାଗିଛି । ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । ଅନ୍ୟପଟେ…

ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମର ହାତ ଥିବା ପୂର୍ବତନ ‘ର’ ଅଫିସର ଏନ୍‌ କେ ସୁଦ୍‌ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ୍‌ ଗୋଷ୍ଠୀର ହାତ ଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି । ଯଦିଓ ଦାଉଦ୍‌ ଏବେ…

ଧରାପଡିଲା ଦେହ ବ୍ୟାପାରର ମାଷ୍ଟରମାଇଣ୍ଡ

ଆଗ୍ରା : ଆଗ୍ରାରେ ଧରାପଡିଥିବା ଦେହ ବ୍ୟାପାରର ମାଷ୍ଟରମାଇଣ୍ଡ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।  ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ କିଙ୍ଗପିନ୍ ରୁମ୍ ନୁହେଁ ବରଂ ସାରା ହୋଟେଲକୁ ଭଡାରେ ନେଉଥିଲେ । ତାଙ୍କର ତିନୋଟି ମୋବାଇଲ୍ ଫୋନରୁ ୬ ଟି ହୋଟେଲ ଅପରେଟରଙ୍କ ସଂଖ୍ୟା…

ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ

ଘଟଗାଁ : ସାରା ଦେଶରେ ଏବେ କରୋନା ମହାମାରୀର ଭୟଭୟତା  ଲାଗିରହିଛି । ଏଥିପାଇଁ ରାଜ୍ୟ ସରକାର ସବୁ ପୂଜା ସ୍ଥଳୀ ମାନଙ୍କରେ କୋଭିଡ଼ କଟକଣା ଲାଗୁ କରିଛନ୍ତି । ତେବେ ଏହି କଟକଣା  ମଧ୍ୟରେ ଗତକାଲି ରାତିରେ ମା ତାରିଣୀଙ୍କର ପ୍ରସିଦ୍ଧ ଆଷାଢ଼ୀ ପର୍ବ ପାଳିତ ହୋଇଛି। କଟକଣା ପାଇଁ ମନ୍ଦିର ଦ୍ୱାର…

ନିଜ ଘରେ ହିଁ ଅଭିନେତ୍ରୀଙ୍କ ସହ ହେଲା ଦୁଷ୍କର୍ମ

ପଶ୍ଚିମବଙ୍ଗର ବିଜୟଗଡ ଅଞ୍ଚଳର ଜଣେ ୨୬ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଅଭିନେତ୍ରୀ ନିଜେ ଯାଦବପୁର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଗମ୍ଭୀରତା ଦେଖାଇ ପୋଲିସ ଅଭିନେତ୍ରୀଙ୍କ ମେଡିକାଲ ଟେଷ୍ଟ କରିଛି । ତେବେ ଅଭିନେତ୍ରୀ ଜଣକ ‘ସାଥ…

ମହିଳା ଥାନାରେ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : କମିଶନରେଟ୍ ପୋଲିସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଏହି ଶିବିର ଆୟୋଜିତ ହୋଇଛି ଭୁବନେଶ୍ୱର ମହିଳା ଥାନା ପରିସରରେ । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମହିଳା ଥାନା…