ଆଜି ପୁଣି ସୁସ୍ଥ ହେଲେ ୫୬୫
ଭୁବନେଶ୍ଵର : ରାଜ୍ୟରେ ଗୋଟିଏ ଦିନରେ କରୋନାରେ ରେକର୍ଡ ସଂକ୍ରମିତ ଓ ରେକର୍ଡ ସୁସ୍ଥ । ୨୪ ଘଣ୍ଟାରେ ୭୫୫ ପଜିଟିଭ୍ କେସ୍ ବାହାରିଥିବା ବେଳେ ସୁସ୍ଥ ହୋଇଛନ୍ତି ରେକର୍ଡ ୫୬୫ । ରାଜ୍ୟର ୨୩ ଜିଲ୍ଲାରୁ ଆସିଛି ରେକର୍ଡ ୭୫୫ କରୋନା ପଜିଟିଭ କେସ୍ । କ୍ୱାରେଣ୍ଟାଇନରେ ୫୦୮ ଓ ୨୪୭ଟି ଲୋକାଲ…